Browsing Tag

banglore

ମା ନା ରାକ୍ଷସୀ? ୪ ମହଲରୁ ନିଜ ୪ବର୍ଷର ଶିଶୁ କନ୍ୟାକୁ ତଳକୁ ଫିଙ୍ଗି ଦେଇ ମାରିଦେଲେ ମହିଳା

ବେଙ୍ଗାଳୁରୁ(କେନ୍ୟୁଜ୍ ) ଆଜି ବେଙ୍ଗାଳୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଜଣେ ମା ନିଜ ୪ ବର୍ଷର ଝିଅକୁ ଏକ ଅପର୍ଟମେଣ୍ଟର ୪ ମହଲାରୁ ତଳକୁ ଫିଙ୍ଗି ଦେବା ଫଳରେ ଶିଶୁଟିର ମୃତ୍ୟୁ ହୋଇଛି । ଏହି ଘଟଣାରେ ଉକ୍ତ ମହିଳା ଜଣଙ୍କ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । ମିଳିଥିବା…