ସୁପ୍ରିମକୋର୍ଟସ୍ଥିତ ବ୍ୟାଙ୍କରେ ଲାଗିଲା ନିଆଁ, ଆୟତ୍ତ କରିବାକୁ ପହଞ୍ଚିଲା ୫ଟି ଅଗ୍ନିଶମ ଗାଡ଼ି
ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ସୁପ୍ରିମକୋର୍ଟର କ୍ୟାମ୍ପସରେ ନିଆଁ ଲାଗିଛି। ସୂଚନା ମୁତାବକ, ସୁପ୍ରିମ୍କୋର୍ଟର କ୍ୟାମ୍ପସ ଭିତରେ ନିର୍ମିତ ବ୍ୟାଙ୍କରେ ନିଆଁ ଲାଗିଯାଇଛି। ଖବର ପାଇ ଅଗ୍ନିଶମ ବିଭାଗର ୫ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। କୁହାଯାଉଛି…