ବ୍ୟାଙ୍କ ଆକାଉଣ୍ଟରୁ ୧୦୦ ଟଙ୍କା ଉଠାଇବା ପାଇଁ ଯାଇଥିଲେ ବ୍ୟକ୍ତି, କିନ୍ତୁ ଖାତାରେ ଦେଖିବାକୁ ପାଇଲେ ୨୭ ଶହ କୋଟି
ଯଦି ପାଖରେ ଟଙ୍କା ଅଛି ତେବେ ଜଣେ ନିଶ୍ଚିତ ରୂପେ ମାଲିକ ହୋଇପାରିବ । ଆଉ ସେଇଥିପାଇଁ ହୁଏତ ବ୍ୟକ୍ତି ସବୁ ସମୟରେ ଟଙ୍କା ରୋଜଗାର କରିବାରେ ହିଁ ବ୍ୟସ୍ତ ଥାଏ । କିନ୍ତୁ କିଛି ଜଣଙ୍କର ଭାଗ୍ୟ ଏମିତି ଥାଏଯେ ରାତାରାତି କୋଟିପତି ହୋଇଯାନ୍ତି । କିନ୍ତୁ ଉତ୍ତରପ୍ରଦେଶରେ ଜଣେ ଦିନ ମଜୁରିଆ ରାତିକ…