Browsing Tag

bank holidays

ଏଥରକ ଅଗଷ୍ଟରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ, ଏବେଠୁ ହିଁ ନୋଟ୍‌ କରି ନିଅନ୍ତୁ ଛୁଟି ତାଲିକା

ଆସୁଛି ଅଗଷ୍ଟ ମାସ। ଯଦି ଅଗଷ୍ଟ ମାସରେ ବ୍ୟାଙ୍କ ସହ ଜଡ଼ିତ କିଛି କାମ କରିବାର ଅଛି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଅଗଷ୍ଟ ୨୦୨୨ର ଛୁଟି ତାଲିକା ଜାରି କରାଯାଇଛି। ଏହି ତାଲିକା ଅନୁସାରେ, ଅଗଷ୍ଟରେ ମୋଟ୍‌ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ।…

ଜୁଲାଇରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ବ୍ୟାଙ୍କ ଯିବା ପୂର୍ବରୁ ଦେଖିନିଅନ୍ତୁ ଛୁଟି ତାଲିକା

ଆଉ ମାତ୍ର ୪ ଦିନ ପରେ ଜୁନ୍‌ ମାସ ସରିବାକୁ ଯାଉଛି। ତେଣୁ ଆଗାମୀ ଜୁଲାଇ ମାସ ପାଇଁ ବ୍ୟାଙ୍କର ଛୁଟି ତାଲିକା ଜାରି କରିଛି ଆରବିଆଇ। ଜୁଲାଇ ମାସରେ ପାଖାପାଖି ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ। ଜୁଲାଇରେ ରଥଯତ୍ରା, ବକ୍ରି ଇଦ୍‌ ସହିତ ବିଭିନ୍ନ ପ୍ରକାର ପୂଜା ପଡୁଛି। ଦ୍ୱିତୀୟ, ଚତୁର୍ଥ ଶନିବାର…

ଜୁନ୍‌ ଶେଷ ସପ୍ତାହରେ ଲଗାତାର ୩ ଦିନ ବନ୍ଦ ରହିବ ବ୍ୟାଙ୍କ! ଏବେଠୁ ସାରି ଦିଅନ୍ତୁ ଜରୁରୀ କାମ…

ଯଦି ଆପଣ ଜୁନ୍‌ ଶେଷ ସପ୍ତାହରେ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାର୍ଯ୍ୟ ସାରିବାକୁ ଯୋଜନା କରୁଛନ୍ତି, ତ ଏହି ଖବର ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। କାହିଁକି ନା, ଜୁନ୍ ମାସର ଶେଷ ସପ୍ତାହରେ ବ୍ୟାଙ୍କଗୁଡିକ ଲଗାତାର ତିନି ଦିନ ପାଇଁ ବନ୍ଦ ହେବାକୁ ଯାଉଛି। ଯଦି ଆପଣ ଏବେଠାରୁ ଯୋଜନା…

ଜୁନ୍‌ ମାସରେ ୮ ଦିନ ବନ୍ଦ ରହିବ ବ୍ୟାଙ୍କ, ତୁରନ୍ତ ସାରି ଦିଅନ୍ତୁ ସବୁ ଜରୁରୀ କାମ

ଆରମ୍ଭ ହୋଇଛି ଜୁନ୍‌ ମାସ। ଏହି ମାସରେ ଅନେକ ସରକାରୀ ଛୁଟି ପଡ଼ୁଛି। ଫଳରେ ଗ୍ରାହକଙ୍କ କାମ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ଦେଶର ବିଭିନ୍ନ ସ୍ଥାନରେ ଚଳିତ ମାସରେ ମୋଟ୍‌ ୮ ଦିନ ବ୍ୟାଙ୍କ କାମ ବନ୍ଦ ରହିବ। ଏଥିରେ ରବିବାର ଏବଂ ଦ୍ୱିତୀୟ- ଚତୁର୍ଥ ଶନିବାରର ଛୁଟି ବି ରହିଛି। କିନ୍ତୁ…

କାଲିଠାରୁ ଲଗାତାର ୩ ଦିନ ବନ୍ଦ ରହିବ ବ୍ୟାଙ୍କ; ୧୭ ତାରିଖରେ କରି ପାରିବେ ଜରୁରୀ କାମ

ଯଦି ଆପଣ ବ୍ୟାଙ୍କ ସହ ଜଡ଼ିତ କାମ ପାଇଁ ବ୍ୟାଙ୍କ ଶାଖା ଯିବାର ଅଛି, ତ ଆପଣଙ୍କ ପାଇଁ ଜରୁରୀ ଖବର। କାଲିଠାରୁ ଲଗାତାର ୩ ଦିନ ବ୍ୟାଙ୍କ ବନ୍ଦ ରହିଛି। ଏମିତିରେ ଆପଣଙ୍କ ବ୍ୟାଙ୍କ ଯିବା ବ୍ୟର୍ଥ ହୋଇପାରେ। ତେଣୁ ଯିବା ପୂର୍ବରୁ ଜାଣି ନିଅନ୍ତୁ କ’ଣ ପାଇଁ ବ୍ୟାଙ୍କ ବନ୍ଦ ରହୁଛି। ମେ’ ମାସରେ…

ମେ’ ମାସ ପାଇଁ ଆଗୁଆ ସାରିଦିଅନ୍ତୁ ବ୍ୟାଙ୍କ କାମ, ମାସରେ ୧୩ ଦିନ ଛୁଟି ରହିବ ବ୍ୟାଙ୍କ

ଯଦି ଆପଣଙ୍କର ମେ’ ମାସରେ ବ୍ୟାଙ୍କ କାମ ଅଛି, ତେବେ ଆଜିଠାରୁ ପ୍ଲାନିଂ କରିଦିଅନ୍ତୁ। ଆଗକୁ କୌଣସି ଅସୁବିଧା ନ ହେଉ ତେଣୁ ଆଜିଠାରୁ ପ୍ଲାନିଂ କରିବା ଜରୁରୀ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେ’ ୨୦୨୨ର ଛୁଟି ତାଲିକା ଜାରି କରିଛି । ଆରବିଆଇ କ୍ୟାଲେଣ୍ଡର ଅନୁସାରେ ମେ’ ମାସ ଆରମ୍ଭରେ…

କାଲି ଠାରୁ ଲଗାତର ୫ ଦିନ ବନ୍ଦ ରହିବ ବ୍ୟାଙ୍କ, ବ୍ରାଞ୍ଚକୁ ଯିବା ପୂର୍ବରୁ ପଢ଼ିନିଅନ୍ତୁ ଛୁଟି ଲିଷ୍ଟ

କାଲି ଠାରୁ ଏପ୍ରିଲ ମାସ ଆରମ୍ଭ ହେଉଛି। ଏହାସହିତ ନୂଆ ଆର୍ଥିିକ ବର୍ଷ ବି ଆରମ୍ଭ ହେଉଛି। ଏପ୍ରିଲ ମାସରେ ମୋଟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏପ୍ରିଲ ୨୦୨୨ ପାଇଁ ବ୍ୟାଙ୍କ ଛୁଟିର ଲିଷ୍ଟ ଜାରି କରିଦେଇଛି। ଆବିଆଇର ଏହି ଲିଷ୍ଟ ମୁତାବକ ଆସନ୍ତା ମାସ ଏପ୍ରିଲରେ…