Browsing Tag

Banke Bihari temple

ଉତ୍ତରପ୍ରଦେଶ: ବାଙ୍କେ ବିହାରୀ ମନ୍ଦିରରେ ବଡ଼ ଦୁର୍ଘଟଣା, ମଙ୍ଗଳ ଆରତୀ ସମୟରେ ପ୍ରବଳ ଭିଡ଼ କାରଣରୁ ଚାଲିଗଲା ଦୁଇ ଜୀବନ

ନୂଆଦିଲ୍ଲୀ : ଜନ୍ମାଷ୍ଟମୀ ଉତ୍ସବକୁ ନେଇ ପୂରା ଦେଶରେ ଉତ୍ସବର ମାହୋଲ ଥିବା ବେଳେ ଉତ୍ତରପ୍ରଦେଶର ମଥୂରାରୁ ଆସିଛି ଏକ ଦୁଖଃଦ ଖବର। ପ୍ରସିଦ୍ଧ ବାଙ୍କ ବିହାରୀ ମନ୍ଦିରରେ ବିଳମ୍ବିତ ରାତିରେ ଦର୍ଶନ ସମୟରେ ପ୍ରବଳ ଭିଡ଼ କାରଣରୁ ଦଳାଚକଟାରେ ୨ ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଭକ୍ତ ଆହତ…