Browsing Tag

banki

ହୋଟେଲ ଗ୍ୟାସ୍‌ ସିଲିଣ୍ଡରରେ ଲାଗିଗଲା ନିଆଁ ଆଉ ଜଳିଗଲା ସ୍କୁଟି

ବାଙ୍କୀ (କେନ୍ୟୁଜ୍‌) : ହୋଟେଲ୍‌୍‌ରେ ଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଗଲା । ତେବେ ଏଥିରେ ହୋଟେଲର କିଛି କ୍ଷତି ହୋଇନଥିବା ବେଳେ ରାସ୍ତାକଡ଼ରେ ଥିବା ଗୋଟିଏ ସ୍କୁଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଛି । ତେବେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ମିଳି ଯାଇଛି । ବାଙ୍କୀ ଥାନା…

ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ର ବେହୋସ, ଫାଣ୍ଡିରେ ଏତଲା

ବାଙ୍କୀ(କେନ୍ୟୁଜ୍):ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ର ବେହୋସ। କଟକ ବାଙ୍କୀ ଥାନା ତାଳବସ୍ତ ପଞ୍ଚାୟତର ସାମନ୍ତରାପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ଆସିଛି ଅଭିଯୋଗ। ସପ୍ତମ ଶ୍ରେଣୀର ଛାତ୍ର ଦେବାଶିଷ ବେହେରାଙ୍କୁ କୌଣସି କାରଣରୁ ନିସ୍ତୁକ ମାଡ଼ ମାରିଥିଲେ ଶିକ୍ଷୟିତ୍ରୀ। ସେଠାରେ ଦେବାଶିଷ ଅଚେତ…

ପାଇଖାନା ଟାଙ୍କିରୁ ବାହାରିଲେ ମାଳମାଳ ସାପ ଛୁଆ, ନିଜେ ଉପାସ ରହି ଛୁଆଙ୍କୁ ଜଗିଥିବା ମା’ର ମୃତ୍ୟୁ

ବାଙ୍କୀ (କେନ୍ୟୁଜ): ନବ ନିର୍ମିତ ପାଇଖାନା ଟାଙ୍କିରୁ ମୃତ ମା' ନାଗ ସାପ ସହିତ ଚଉଦଟି ଛୁଆ ନାଗସାପ ଉଦ୍ଧାର କଲେ ସ୍ନେକ ହେଲ୍ପଲାଇନ ସଂଯୋଜକ। ବାଙ୍କୀ-ଡ଼ମପଡା ବ୍ଲକର ଦୁଲଣାପୁର ଗ୍ରାମର ଲକ୍ଷ୍ମୀଧର ପରିଡାଙ୍କ ନୂଆ ପାଇଖାନା ଟାଙ୍କି ଖୋଲି ଦେଖିବା ବେଳକୁ ମା ନାଗ ସାପ ଶୋଇଛି। ପାଖରେ ଦୁଇଟି…

ବାଙ୍କୀ କିଆପଲା ପଞ୍ଚାୟତ ନୂଆଗାଁରେ ରାଜନୈତିକ ଗଣ୍ଡଗୋଳ, ପରାଜିତ ମହିଳା ସରପଞ୍ଚ ପ୍ରାର୍ଥୀନୀଙ୍କୁ ଆକ୍ରମଣ ଅଭିଯୋଗ

ବାଙ୍କୀ(କେନ୍ୟୁଜ୍): ବାଙ୍କୀ ଥାନା କିଆପଲା ପଞ୍ଚାୟତର ନୂଆଗାଁରେ ରାଜନୈତିକ ଗଣ୍ଡଗୋଳ । ବାଙ୍କୀ ଥାନା ଅନ୍ତର୍ଗତ କିଆପଲା ପଞ୍ଚାୟତର ନୂଆଗାଁ ଗାଁରେ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଲାଗି ରହିଥିବା ରାଜନୈତିକ ବିବାଦ ଏବେ ଉଗ୍ରରୂପ ନେଇଛି। ଗତ ନିର୍ବାଚନରେ ମହିଳା ସରପଞ୍ଚ ପ୍ରାର୍ଥୀନୀ…