Browsing Tag

banshapal

ପୁଣି ଜଣେ ଓଡିଆ ଯୁବତୀ ବେଙ୍ଗାଲୁରୁରେ ଆଖି ବୁଜିଲେ, ଘରକୁ ଫେରାଇ ଆଣିବାକୁ ମା କଲା ନିବେଦନ

ବାଂଶପାଳ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ ଥମୁନି ଦାଦନଙ୍କ ଦୁଃଖ। ଖଣି ଖାଦାନ,ଶିଳ୍ପ ଭରା ରତ୍ନ ଗର୍ଭା କେନ୍ଦୁଝର ଜିଲ୍ଲାରୁ ସରକାର ସର୍ବାଧିକ ରାଜସ୍ୱ ପାଉଛନ୍ତି।ହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ କୌଣସି ଉନ୍ନତି ହେଉନାହିଁ।  ସ୍ଥାନୀୟ ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ…