Browsing Tag

barabati satdium

ବାରବାଟୀ ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକ ଧ୍ୟାନ ଦେବେ, ଅଂଶୁଘାତ ସତର୍କତା କରାଇଲେ ରାଜ୍ୟ ସରକାର

କଟକ(କେନ୍ୟୁଜ୍):ବାରବାଟୀ ଦର୍ଶକଙ୍କ ପାଇଁ ଅଂଶୁଘାତ ସତର୍କତା। ଖେଳ ଦେଖିବାକୁ ଆସୁଥିବା ଦର୍ଶକଙ୍କୁ ସତର୍କ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଷ୍ଟାଡିୟମକୁ ଶ୍ରୁଙ୍ଖଳିତ ଭାବେ ଧାଡ଼ିରେ ପ୍ରବେଶ କରନ୍ତୁ। ସାଙ୍ଗରେ ରୁମାଲ, ଗାମୁଛା ରଖିବା ସହ ଧଳା ବା ହାଲକା ରଙ୍ଗର…

ବାରବାଟୀ ଷ୍ଟାଡିୟମକୁ ଖାଦ୍ୟ ଓ ପାଣି ବୋତଲ ନେଇପାରିବେନି ଦର୍ଶକ: DCP

କଟକ(କେନ୍ୟୁଜ): ସୁରକ୍ଷା ବଳୟରେ ବାରବାଟୀ । ଷ୍ଟାଡିୟମକୁ ଖାଦ୍ୟ ଓ ପାଣି ବୋତଲ ନେଇପାରିବେନି ଦର୍ଶକ। ଫୋପାଡିଲା ଭଳି କୌଣସି ବସ୍ତୁ ମଧ୍ୟ ନେଇପାରିବେନି । ପାଣି ବୋତଲ, ହେଲମେଟ୍‌, ଲାଇଟର, ବାଡ଼ି ନେବାକୁ ବାରଣ କରାଯାଇଛି। ଅପରାହ୍ନ ୩ଟାରେ ବାରବାଟୀ ଷ୍ଟାଡିୟମ ଗେଟ୍‌ ଖୋଲିବ। କେଉଁ…

ସୁରକ୍ଷା ବଳୟରେ ବାରବାଟୀ, ସିଏମସି ପକ୍ଷରୁ ଖୋଲିଲା କଣ୍ଟ୍ରୋଲ ରୁମ୍‌

କଟକ(କେନ୍ୟୁଜ): ଆସନ୍ତକାଲି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଲଢ଼େଇ । ଏଥିପାଇଁ ସିଏମସି ପକ୍ଷରୁ ଖୋଲିଲା କଣ୍ଟ୍ରୋଲ ରୁମ୍‌ ।କଟକ ବାରବାଟୀ ପ୍ୟାଲେସରେ ଏହାକୁ ଉଦଘାଟନ କରାଯାଇଛି । ମ୍ୟାଚରେ ଯେକୌଣସି ସମସ୍ୟା ଦୂର ପାଇଁ ଏହି କଣ୍ଟ୍ରୋଲ ରୁମ୍‌ କାମ କରିବ । ପାନୀୟ ଜଳ, ସ୍ୱଚ୍ଛତା,…

ବାରବାଟୀ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଦେଖିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓସିଏ ପକ୍ଷରୁ କରାଯାଇଛି ନିମନ୍ତ୍ରଣ

କଟକ(କେନ୍ୟୁଜ୍‌): ବାରବାଟୀ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଦେଖିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଯେପରି ଖେଳର ମଜା ଉଠାଇ ପାରିବେ ସେ ନେଇ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି। ତେବେ ନବୀନଙ୍କ ବାରବାଟୀ ଗସ୍ତ ନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ମିଳିନଥିବା କହିଛନ୍ତି…

ଭୁବନେଶ୍ୱରରେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌, ହୋଟେଲରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର(କେନ୍ୟୁଜ): ବାରବାଟୀ ଟି-ଟେ୍ଵଣ୍ଟି ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌। ବିମାନ ବନ୍ଦରରେ ଦୁଇ ଦଳର ଖେଳାଳି ପହଞ୍ଚିବା ପରେ ଭିଭିଆଇପି ଗେଟ ଦେଇ ବାହାରିଥିଲେ। ସେଠାରୁ କଡ଼ା ସୁରକ୍ଷାରେ ସ୍ପେଶାଲ କାର୍‌କେଡରେ ମେ' ଫେୟାର ହୋଟେଲ…

ଖଣ୍ଡିଏ ଟିକେଟ ପାଇଁ ଅସମ୍ଭାଳ ଭିଡ: ମହିଳା କାଉଣ୍ଟର ଆଗରେ ଧସ୍ତାଧସ୍ତି, ପୋଲିସର ମୃଦୁ ଲାଠିଚାଳନା

କଟକ(କେନ୍ୟୁଜ୍‌): ଟି-ଟେ୍ଵଣ୍ଟି ଟିକେଟ ପାଇଁ ବାରବାଟୀରେ ଅସମ୍ଭାଳ ଭିଡ। ବିଳମ୍ବିତ ରାତିରୁ ଅପେକ୍ଷା କରି ରହିଥିଲେ କ୍ରିକେଟ ପ୍ରେମୀ। କାଉଣ୍ଟର ଖୋଲିବା ପରେ ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। ମହିଳା କାଉଣ୍ଟର ଆଗରେ ଧସ୍ତାଧସ୍ତି ହେବାକୁ ପୋଲିସକୁ ମୃଦୁ…

ବାରବାଟୀ ଟିକେଟ ପାଇଁ ଖଚାଖଚ ଭିଡ଼, ରାତିରୁ ଲାଗିଛି ଲୋକଙ୍କ ଲମ୍ବା ଲାଇନ୍‌

କଟକ(କେନ୍ୟୁଜ୍‌): ବାରବାଟୀ ଟିକେଟ ପାଇଁ ଖଚାଖଚ ଭିଡ଼ । ଲମ୍ବା ଧାଡ଼ି । ରାତିରୁ ଲାଗିଛି ଲୋକଙ୍କ ଲମ୍ବା ଲାଇନ୍‌ । ବାରବାଟୀ ଟି-ଟେ୍ଵଣ୍ଟି ପାଇଁ ଆଜି କାଉଣ୍ଟରରେ ଟିକେଟ ବିକ୍ରି । ସକାଳ ୯ଟାରୁ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି ଆରମ୍ଭ ହେବ । ଟିକେଟ ବିକ୍ରି ପାଇଁ…

ହାଇକୋର୍ଟରେ ବାରବାଟି ଟି-୨୦ ମ୍ଯାଚ ବନ୍ଦ ପାଇଁ ମାମଲା ଖାରଜ

କଟକ(କେନ୍ୟୁଜ୍‌): ବାରବାଟୀରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-20 ମ୍ଯାଚ ବନ୍ଦ ପାଇଁ ହାଇକୋର୍ଟ ରେ ରୁଜୁ ହୋଇଥିବା ମାମଲାକୁ ଖାରଜ କଲେ ଓଡିଶା ହାଇକୋର୍ଟ। ଷ୍ଟାଡିୟମରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିବା ଦର୍ଶାଇ ମ୍ୟାଚ୍‌କୁ ବନ୍ଦ କରିବା ପାଇଁ ହାଇକୋର୍ଟଙ୍କ…

ବାରବାଟୀ ମ୍ୟାଚ୍‌ ପ୍ରସ୍ତୁତି : ଜୁନ୍‌ ୧୨ରେ ଖେଳାଯିବ ଦ୍ୱିତୀୟ T20 ମ୍ୟାଚ୍‌

କଟକ (କେନ୍ୟୁଜ): ଅଢେଇ ବର୍ଷ ପରେ ପୁଣି ବାରବାଟୀରେ ଖେଳାଯିବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ । ଜୁନ ୧୨ରେ ଫ୍ଲଡ୍‌ ଲାଇଟରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ । ଏଥିପାଇଁ ସଜେଇ ହେଲାଣି ଷ୍ଟାଡିୟମ । ସୁରକ୍ଷା ଦୃଷ୍ଟିରୁ ଦର୍ଶକଙ୍କ ପାଇଁ ବନ୍ଦ ଥିବା ୬ ଓ ୭ ନମ୍ବର ଗ୍ୟାଲେରୀ ପୁଣି…

ଦୁଇ ବର୍ଷ ପରେ ପୁଣି ଥରେ ବାରବାଟୀ ଷ୍ଟାଡିୟମରେ ଦେଖିବାକୁ ମିଳିବ ଅନ୍ତର୍ଜାତୀୟ T20, ଦର୍ଶକ ଉଠାଇବେ ଫଟାଫଟ୍‌…

କଟକ(କେନ୍ୟୁଜ୍): କଟକ ବାରବାଟୀ ଷ୍ଟାଡିୟମରେ ଦୁଇ ବର୍ଷ ବ୍ୟବଧାନ ପରେ ପୁଣି ଥରେ ଦେଖିବାକୁ ମିଳିବ ଅନ୍ତର୍ଜାତୀୟ ଟି ଟେ୍ଵଣ୍ଟି ବା ଫଟାଫଟ୍‌ କ୍ରିକେଟର ମଜା । ଆସନ୍ତା ଜୁନ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ…