Browsing Tag

Barabati Stadium

କଟକ ବାରବାଟୀକୁ ମ୍ୟାଚ୍ ଦେଖିବାକୁ ଆସିବେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଓସିଏ ଦେଲା ସୂଚନା

କଟକ: କଟକ ବାରବାଟୀକୁ ମ୍ୟାଚ୍ ଦେଖିବାକୁ ଆସିବେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଏ ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଜୁନ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଟି-20 ମ୍ୟାଚ୍। ଏଥିପାଇଁ ଆଜି ଆସି ପହଞ୍ଚିଛନ୍ତି ଉଭୟ ଟିମ୍…

ମ୍ୟାଚ୍‌ ପୂର୍ବରୁ ବାରବାଟୀରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି ସୁନୀଲ ବଂସଲ

କଟକ(କେନ୍ୟୁଜ୍‌): ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ପୂର୍ବରୁ କଟକ ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିଲେ ପୋଲିସ ଡିଜି। ଷ୍ଟାଡିୟମ୍‌ରେ ପହଞ୍ଚି ପୋଲିସ ଡିଜି ସୁନୀଲ ବଂସଲ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ପୋଲିସ ମୁଖ୍ୟାଳୟ ପକ୍ଷରୁ ଅତିରିକ୍ତ ଆବଶ୍ୟକ ପୋଲିସ ଫୋର୍ସ ଯୋଗାଇ ଦିଆଯିବ…

ବାରବାଟୀ ଟି-୨୦ କାଉଣ୍ଟ ଡାଉନ୍‌: ଷ୍ଟାଡିୟମରେ ବଡ଼ ଧରଣର ମକ୍‌ ଡ୍ରିଲ୍‌, ପୋଲିସ-ଅଗ୍ନିଶମ ଓ ଓଡ୍ରାଫ ବାହିନୀ ସାମିଲ

କଟକ(କେନ୍ୟୁଜ୍‌): ଆରମ୍ଭ ହୋଇଯାଇଛି ବାରବାଟୀ କାଉଣ୍ଟଡାଉନ। ବାରବାଟୀ ଟି-୨୦କୁ ମଝିରେ ଆଉ ରହିଲା ୯ ଦିନ । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଆଜି ବାରବାଟୀରେ ହୋଇଛି ବଡ଼ ଧରଣର ମକ୍‌ ଡ୍ରିଲ୍‌। ଷ୍ଟାଡିୟମରେ ପୋଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ, ମେଡିକାଲ୍‌ ଟିମ୍‌ ଓ ଘରୋଇ ସୁରକ୍ଷା…

ଦୁଇ ବର୍ଷ ପରେ ଦୁଲୁକିବ ବାରବାଟୀ : ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌, ଆସନ୍ତା ୧ ତାରିଖରୁ ଅନଲାଇନରେ ଟିକେଟ…

କଟକ (କେନ୍ୟୁଜ୍‌): ଦୁଇ ବର୍ଷ ପରେ ଦୁଲୁକିବ ବାରବାଟୀ। ପୂର୍ଣ୍ଣ କ୍ଷମତାରେ ଦର୍ଶକ ଦେଖିବେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌। ଷ୍ଟାଡିୟମରେ ୪୪ ହଜାର ଦର୍ଶକ ବସି ମ୍ୟାଚର ମଜା ନେଇପାରିବେ। ଦର୍ଶକଙ୍କ ପାଇଁ ଉଭୟ ଅନଲାଇନ୍‌ ଓ ଅଫଲାଇନ୍‌ରେ ଟିକେଟ୍‌ ବିକ୍ରି ହେବ। ବାରବାଟୀ ମ୍ୟାଚ…

ବାରବାଟୀ ମ୍ୟାଚରେ ବଢିପାରେ ଟିକେଟ ଦର: ଦର୍ଶକ ଉପସ୍ଥିତ ରହିବେ କି ନାହିଁ ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବ…

କଟକ (କେନ୍ୟୁଜ): କଟକ ବାରବାଟୀ ଷ୍ଟାଡିୟମ ଓସିଏ କନଫରେନ୍ସେ ହଲରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଜୁନ ୧୨ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ ନେଇ ଆଲୋଚନା ହୋଇଛି । ମ୍ୟାଚରେ ଦର୍ଶକ ଉପସ୍ଥିତ ରହିବେ କି ନାହିଁ ସେ ନେଇ ମୁଖ୍ୟମନ୍ତ୍ରୀ ଓ କ୍ରୀଡା…

କମ୍ପିବ ଐତିହାସିକ ବାରବାଟୀ ଷ୍ଟାଡିୟମ୍, ଜୁନରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି

କଟକ (କେନ୍ୟୁଜ): କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଜୁନ ୧୨ରେ ଖେଳାଯିବାକୁ ଥିବା ଇଣ୍ଡିଆ-ସାଉଥ ଆଫ୍ରିକା ଟି-ଟେ୍ଵଣ୍ଟି ମ୍ୟାଚ୍‌ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ ସଂପୂର୍ଣ୍ଣ ପ୍ରସ୍ତୁତ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ଏଥର ନୂଆ ପିଚ ସାଙ୍ଗକୁ ନୂଆ ଆଉଟ…