Browsing Tag

bargarah

ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥକ୍ଷେତ୍ର ନୃସିଂହନାଥଙ୍କ ପୀଠରେ ପାଳିତ ହୋଇଛି ବୈଶାଖୀ ମେଳା

ବରଗଡ଼ ଜିଲ୍ଲା ନୃସିଂହନାଥ ପୀଠରେ ପାଞ୍ଚଦିନ ଧରି ଚାଲିଥିବା ବୈଶାଖ ମେଳା ସୋମବାର ଉଦଯାପିତ ହୋଇଯାଇଛି । ଐତିହାସିକ,ସାଂସ୍କୃତିକ ଏବଂ ଧାର୍ମିକ ପୀଠ ଭାବେ ପରିଚିତ ଥିବା ଏହି ସ୍ଥାନରେ ପ୍ରକୃତିର ସବୁଜିମା ପରିବେଶ ଭିତରେ ଅବସ୍ଥାପିତ ହୋଇଛନ୍ତି ପ୍ରଭୁ ନୃସିଂହନାଥ। ପ୍ରତିବର୍ଷ ବୈଶାଖ ମାସରେ…