Browsing Tag

barsha priyadarshini

ଅନୁଭବ ଦେଇଥିବା ଭଗବତ ଗୀତାକୁ ଆଜି ବର୍ଷାଙ୍କୁ ପ୍ରଦାନ ଓକିଲ ରାମକୃଷ୍ଣ ରଥ

କଟକ(କେନ୍ୟୁଜ୍): ବର୍ଷାଙ୍କ ପାଇଁ ଗତକାଲି ଗୀତା ଉପହାର ଦେଇଥିଲେ ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ଓକିଲଙ୍କ ଜରିଆରେ ଶ୍ରୀମଦ ଭଗବତ ଗୀତାକୁ ପରିବାର ଅଦାଲତ ପରିସରରେ ପ୍ରଦାନ କରିଥିଲେ । ତେବେ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ଗତକାଲି ବର୍ଷାଙ୍କୁ ଭଗବତ ଗୀତାକୁ ଗତକାଲି ପ୍ରଦାନ କରି…

କଟକ ସାଇବର ଥାନାରେ ପୁଣି ଆଉ ଏକ ଏତଲା ଦେଲେ ବର୍ଷା, ସାମାଜିକ ଗଣମାଧ୍ୟମରେ ତାଙ୍କ ଛବି ଖରାପ କରିବାକୁ ଉଦ୍ୟମ ହେଉଥିବା…

କଟକ(କେନ୍ୟୁଜ୍‌): ପୁଣି ଆଉ ଏକ ଏତଲା ଦେଲେ ବର୍ଷା । କଟକ ସାଇବର ଥାନାରେ ବର୍ଷା ଏତଲା ଦେଇଛନ୍ତି । ସାମାଜିକ ଗଣମାଧ୍ୟମରେ ତାଙ୍କ ଛବି ଖରାପ କରିବାକୁ ଉଦ୍ୟମ ହେଉଥିବା ନେଇ ଏତଲାରେ ଉଲ୍ଲେଖ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ ନିବେଦନ କରିଛନ୍ତି । ବର୍ଷାଙ୍କ…

କଟକ ଏସଡିଜେଏମଙ୍କ କୋର୍ଟରେ ବର୍ଷା-ଅନୁଭବ ବିବାଦ ମାମଲାର ଶୁଣାଣି

କଟକ(କେନ୍ୟୁଜ୍‌): କଟକ ଏସଡିଜେଏମଙ୍କ କୋର୍ଟରେ ବର୍ଷା-ଅନୁଭବ ବିବାଦ ମାମଲାର ଶୁଣାଣି । ଅନୁଭବଙ୍କ ଦ୍ୱାରା ଆଗତ ଦୁଇଟି ପିଟିସନର ଶୁଣାଣି ହୋଇଛି । ସେଥିରୁ ବର୍ଷାଙ୍କ ରୋଜଗାର ସମ୍ପର୍କିତ ତଥ୍ୟ କୋର୍ଟରେ ରଖିବାକୁ ଏକ ମାମଲା ଓ ଅନ୍ୟଟି ବର୍ଷାଙ୍କୁ ଘରୁ ଉଛେଦ ପାଇଁ ପିଟିସନ । ଉଭୟ ପିଟିସନର…

ଅନୁଭବଙ୍କ ନାଁରେ ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଘଟଣା, ଅଭିଯୋଗର ତର୍ଜମା କରାଯାଉଥିବା କହିଲେ କଟକ ଡିସିପି

କଟକ(କେନ୍ୟୁଜ୍‌): ପୁଣି ତେଜିଲା ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶନୀ । ଏତଲାରେ ଥିବା ଅଭିଯୋଗଗୁଡିକର ତର୍ଜମା କରାଯାଉଥିବା କହିଛନ୍ତି କଟକ ଡିସିପି ପିନାକ ମିଶ୍ର । ପୂର୍ବରୁ ସମାନ…

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଜାଗୃତି ଶୁକ୍ଳାଙ୍କ ବିରୋଧରେ ଏତଲା ଦେଲେ ଅଭିନେତ୍ରୀ ବର୍ଷା

କଟକ(କେନ୍ୟୁଜ୍): ଜାତୀୟ ସ୍ତରର ସାମ୍ବାଦିକ ଜାଗୃତି ଶୁକ୍ଳାଙ୍କ ବିରୋଧ କଟକ ପୁରୀଘାଟ ଥାନାରେ ଏତଲା ଦାୟର କଲେ ବର୍ଷା ପ୍ରିୟଦର୍ଶୀନି। ଫେସବୁକ ପୋଷ୍ଟକୁ ନେଇ ବର୍ଷା ଏତଲା କରିଛନ୍ତି। ବର୍ଷା ଏତଲାରେ ଲେଖିଛନ୍ତି ଅନୁଭବଙ୍କୁ ମାଧ୍ୟମ କରି ଜାଗୃତି ମୋ ସମ୍ମାନ ହାନୀ କରୁଛନ୍ତି। ଆବଶ୍ୟକ…