ଆଉ ବିସିସିଆଇ ସ୍ପନସରସିପ ଦାୟିତ୍ୱରେ ରହିବନି PayTM, Mastercardକୁ ମିଳିଲା ନୂଆ ଦାୟିତ୍ୱ
ଟିମ ଇଣ୍ଡିଆର ସ୍ପନସରସିପ ଦାୟିତ୍ୱରେ PayTM ର ଆଉ ରହିବ ନାହିଁ । ବିସିସିଆଇ ଟାଇଟଲ ସ୍ପନସରର ଦାୟିତ୍ୱ ପେଟିଏମ ସ୍ଥାନରେ ମାଷ୍ଟରକାର୍ଡ଼ (Mastercard)କୁ ଦେଇଥିବା ଜଣାଯାଇଛି । ଅନେକ ପୂର୍ବରୁ ବିସିସିଆଇ ସହିତ ପେଟିଏମ ନିଜ ସମ୍ପର୍କ ଛିନ୍ନ କରିଥିବା ନେଇ ଜଣାଯାଇଛି । ଏବେ ଭାରତରେ ହେବାକୁ…