ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍ : ବୟାଳିଶ ମୌଜାରେ ରହିଛି ୩ ମହଲା ଘର, ଯାହାର ଦାମ୍ କୋଟିଏ ୨୨ ଲକ୍ଷ
ଜଳେଶ୍ୱର (କେନ୍ୟୁଜ): ଭିଜିଲାନ୍ସ ପଞ୍ଝାରେ ବିଡିଓ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍ । କଟକ ବୟାଳିଶ ମୌଜା ଶ୍ରୀକ୍ରିଷ୍ଣା ବିହାରର ୨ ମହଲା ଘରେ ଯାଞ୍ଚ ଚାଲିଛି ।…