Browsing Tag

bdo

ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍‌ : ବୟାଳିଶ ମୌଜାରେ ରହିଛି ୩ ମହଲା ଘର, ଯାହାର ଦାମ୍ କୋଟିଏ ୨୨ ଲକ୍ଷ

ଜଳେଶ୍ୱର (କେନ୍ୟୁଜ): ଭିଜିଲାନ୍ସ ପଞ୍ଝାରେ ବିଡିଓ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍‌ । କଟକ ବୟାଳିଶ ମୌଜା ଶ୍ରୀକ୍ରିଷ୍ଣା ବିହାରର ୨ ମହଲା ଘରେ ଯାଞ୍ଚ ଚାଲିଛି ।…

ସାମାଜିକ ଗଣମାଧ୍ୟମରେ ଅପପ୍ରଚାରକୁ ନେଇ ବିଡ଼ିଓଙ୍କ ଥାନାରେ ଅଭିଯୋଗ, ପରେ ଭୁଲ ମାଗିଲେ ସମ୍ପୃକ୍ତ ମହିଳା

ପିପିଲି (କେନ୍ୟୁଜ): ପୁରୀ ଜିଲ୍ଲା କଣାସ ବିଡ଼ିଓଙ୍କ ବିରୋଧରେ ଆଶାଳୀନ ମନ୍ତବ୍ୟ ଦେବା ସହିତ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର କରାଯାଇଥିଲା । ଏହାକୁ ନେଇ ବିଡ଼ିଓ ଲୋଚନ ଦାସ କଣାସ ଥାନାରେ ଅଭିଯୋଗ କରିଥିଲେ । ତେବେ ଏହି ଘଟଣାରେ ସମ୍ପୃକ୍ତ ମହିଳା ବିନୋଦିନୀ ସମାନ୍ତରାୟ ବିଡ଼ିଓଙ୍କ ନିକଟରେ…