Browsing Tag

bdo arrested

ଗିରଫ ହେଲେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସ, ୫ କୋଟି ୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ

ଜଳେଶ୍ୱର (କେନ୍ୟୁଜ): ଗିରଫ ହେଲେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସ । କୁବେର ବିଡିଓଙ୍କ ଅଚଳାଚଳ ସଂପତ୍ତି । ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ୫ କୋଟି ୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । କେନ୍ଦ୍ରାପଡ଼ା ଓ କଟକର ପ୍ରମୁଖ ସ୍ଥାନରେ ତାଙ୍କର ୨୪ଟି ପ୍ଲଟ ଠାବ ।…