ଜଙ୍ଗଲରୁ ମିଳିଲା ଭାଲୁର ମୃତଦେହ, ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ବନ ବିଭାଗ
ସମ୍ବଲପୁର (କେ.ନ୍ୟୁଜ): ସ୍ଥାନୀୟ ରେଢାଖୋଲ ବନଖଣ୍ଡ ବଡ ବାହାଳ ରେଞ୍ଜ ଅନ୍ତର୍ଗତ ହାତୀବାହାଳ ଗାଁ ନିକଟସ୍ଥ ଜଙ୍ଗଲରୁ ବନ ବିଭାଗ ଆଜି ଏକ ଭାଲୁର ମୃତ ଦେହ ଉଦ୍ଧାର କରିଛି।
ସୂଚନା ଅନୁଯାୟୀ, ଆଜି ସକାଳେ କିଛି ଲୋକ ପତ୍ର ତୋଳିବାକୁ ଯାଇଥିବା ବେଳେ ଜଙ୍ଗଲରେ ଭାଲୁର ମୃତ ଦେହ ଦେଖିବାକୁ…