Browsing Tag

bear rescued

ଯାଜପୁର : କୂଅରେ ଭାଲୁ ପଡ଼ିବା ଘଟଣା: ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ପ୍ରଚେଷ୍ଟା ପରେ ଉଦ୍ଧାର ହେଲା ଭାଲୁ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ସଂସାଇଲୋ ନୂଆସାହି ଗ୍ରାମରେ କୂଅରେ ଭାଲୁ ପଡ଼ିବା ଘଟଣା। ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ଧରି ପ୍ରଚେଷ୍ଟା କରିବା ପରେ ଭାଲୁଟିକୁ କୂଅରୁ ଉଦ୍ଧାର କରିଛି ବନବିଭାଗ। ଅଗ୍ନିଶମ ବାହିନୀ ସହଯୋଗରେ ବନବିଭାଗ ଭାଲୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର…