Browsing Tag

bear terror

 ଶାତକୋଶିଆ ରେଞ୍ଚ ଅଞ୍ଚଳରେ ଭାଲୁ ଆତଙ୍କ, ୧୪ ଘଣ୍ଟାରେ ଦୁଇ ଜଣଙ୍କୁ କଲାଣି ଆକ୍ରମଣ

କରଞ୍ଜିଆ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଞ୍ଚଳରେ ଥମୁନି ଭାଲୁ ଆତଙ୍କ । ଆଜି ସକାଳେ ଜାମନଣ୍ଡା ଗାଁରେ ଚାଷ କାମ କରିବା କୁ ଯାଇଥିବା ବେଳେ ଜଳଧର ପ୍ରଧାନକୁ ଭାଲୁ ହାବୁଡ଼ରେ ପଡିଯାଇଥିଲେ । ଭାଲୁ ଆକ୍ରମଣ ଯୋଗୁଁ ବେକ ଏବଂ ବାମ ହାତରେ ଆଘାତ ଲାଗିଛି ।…