Browsing Tag

beaten to death

ସଇତାନ୍ ସ୍ୱାମୀ; ସାବିତ୍ରୀରେ ସ୍ତ୍ରୀ କୁ ପିଟିପିଟି କଲା ହତ୍ୟା

କରଞ୍ଜିଆ (କେନ୍ୟୁଜ): ଆଜି ପବିତ୍ର ସାବିତ୍ରୀ ବ୍ରତ। ଆମ ଦେଶରେ ଯୁଗ ଯୁଗରୁ ଏହି ସାବିତ୍ରୀ ବ୍ରତ ପାଳନ ହେଇ ଆସୁଛି । ବିଶ୍ୱାସ ରହିଛି ଯେ ଆଜିର ଦିନରେ ଦେବୀ ସାବିତ୍ରୀ ସ୍ୱାମୀ ସତ୍ୟବାନ୍ଙ୍କ ଜୀବନ ବଞ୍ଚାଇବାକୁ ଯମରାଜଙ୍କ ସହ ଲଢ଼ି ଯାଇଥିଲେ। ସେ ନିଷ୍ଠା ଓ ଭକ୍ତି ବଳରେ ଯମରାଜଙ୍କ ଠାରୁ…

ରକ୍ତ ଭୁଲିଗଲା ରକ୍ତକୁ: ସାମାନ୍ୟ ବଚସାରୁ ପୁତୁରାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା କକା

କେନ୍ଦୁଝର(କେନ୍ୟୁଜ୍‌): ରକ୍ତ ଭୁଲିଗଲା ରକ୍ତକୁ। ସାମାନ୍ୟ ବଚସାରୁ ହତ୍ଯାକାଣ୍ଡ।  ନିଜ ପୁତୁରାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା କକା। ଏଭଳି ଏକ ଘଟଣା ଘଟିଛି  କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାଳପଦା ଗାଁରେ। ଖବର ପାଇଁ ଘଟଣାସ୍ଥଳରେ ପୋଲିସ୍ ପହଁଚି କକା ଶତ୍ରୁଘ୍ନ ନାୟକଙ୍କୁ…

ଗର୍ଭବତୀ ମହିଳାଙ୍କୁ ପିଟି ପିଟି ମାରି ଦେଲେ ଶ୍ୱଶୁର ଘର ଲୋକେ ! ସ୍ୱାମୀ ଫେରାର

ବଲାଙ୍ଗିର(କେନ୍ୟୁଜ): ଗର୍ଭବତୀ ମହିଳାଙ୍କୁ ଶ୍ୱଶୁର ଘର ଲୋକ ପିଟି ପିଟି ମାରି ଦେଇଥିବା ଅଭିଯୋଗ। ବଲାଙ୍ଗିର ଜିଲ୍ଲା ସଦର ଥାନା ତଲିଉଡ଼ା ଗାଁରେ ଅଭାବନୀୟ ଘଟଣା। ମୃତକ ମହିଳା ଜଣକ ପୁଷ୍ପାଞ୍ଜଳି ପ୍ରଧାନ। ଶ୍ୱଶୁର ଘର ଲୋକେ ପିଟିପିଟି ମାରିଦେଇଥିବା ଅଭିଯୋଗ କଲେ ପୁଷ୍ପାଞ୍ଜଳିଙ୍କ ପରିବାର…