ରକ୍ତର ଅଭାବକୁ ଦୂର କରିବ ବିଟ୍ ଆଳୁ ଭଜା, ମିନିଟରେ କରନ୍ତୁ ପ୍ରସ୍ତୁତ
ବିଟ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାଦ୍ୱାରା ଶରୀରରେ ରକ୍ତର ମାତ୍ରାକୁ ବଢ଼ାଇଥାଏ। କିଛି ପରିବା ରହିଛି ଯାହାକୁ ଖାଇବା ଦ୍ୱାରା ବ୍ଲଡ ପ୍ରେସର, ରକ୍ତର ଅଭାବ ଭଳି ରୋଗକୁ ଦୂର ହୋଇଥାଏ। କିନ୍ତୁ ବିଟକୁ ଖାଇଲେ ଆପଣଙ୍କ ଶରୀରରେ ରକ୍ତର ମାତ୍ରା ବଢ଼ିବା ସହିତ ସ୍ୱାସ୍ଥ୍ୟକୁ…