Browsing Tag

Beijing

ଅତିଷ୍ଠ କଲାଣି ‘ଜିରୋ କୋଭିଡ୍‌ ପଲିସି’; ଘରେ ବନ୍ଦୀ ୧୬.୫ କୋଟି ଲୋକ…ହୋଇପାରୁନି ଅନ୍ତିମ ସଂସ୍କାର କି ବିବାହ

ଚୀନରେ ଅତିଷ୍ଠ କଲାଣି ସରକାରଙ୍କ ‘ଜିରୋ କୋଭିଡ୍‌ ପଲିସି’। ମହାମାରୀ କାରଣରୁ ଏଠି ସରକାର ଯେଉଁ ଜିରୋ କୋଭିଡ୍‌ ପଲିସି ଆପଣାଇଛନ୍ତି, ତାହାକୁ ନେଇ ଦେଶରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ନୀତି ଯୋଗୁ ସାମାନ୍ୟ ମାମଲା ବି ସାମ୍ନାକୁ ଆସିଲେ କୋଟି କୋଟି ଜନସଂଖ୍ୟା ବିଶିଷ୍ଟ ସହରରେ ତୁରନ୍ତ…