Browsing Tag

benefits

ମଥାରେ ଲଗାନ୍ତୁ କେସର ତିଳକ, ମାତା ଲକ୍ଷ୍ମୀ ଓ କୁବେର ଦେବଙ୍କ ରହିବ ଶୁଭାଶିର୍ବାଦ

ଖାଦ୍ୟର ସ୍ୱାଦ ଓ ରଙ୍ଗ ବଢ଼ାଇବା ପାଇଁ ତ ଆମେ କେସର ବ୍ୟବହାର କରୁ। କିନ୍ତୁ ବୋଧେ କମ୍‌ ଲୋକ ଜାଣିଥିବେ ଯେ ଏହାକୁ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ବ୍ୟବହାର କରାଯାଏ। ସନାତନ ଧର୍ମରେ କେସରର ବେଶ୍‌ ଗୁରୁତ୍ୱ ରହିଛି। ହିନ୍ଦୁ ଧର୍ମରେ ପୂଜା ପାଠରେ କେସର ବ୍ୟବହାର କରାଯାଏ। ବୈଦିକ ଶାସ୍ତ୍ରରେ…

ଡାଇବେଟିସ୍‌ ପାଇଁ ରାମବାଣ ହୋଇପାରେ କଞ୍ଚା କଦଳୀ, ବ୍ଲଡ୍‌ ସୁଗାର ରହିବ କଣ୍ଟ୍ରୋଲରେ

କଞ୍ଚା କଦଳୀରେ ଖୁବ୍‌ କମ୍‌ ଶର୍କରା ଥାଏ। ଏହି କାରଣରୁ କଞ୍ଚା କଦଳୀ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଗ୍ଲାଇସେମିକ ଇଣ୍ଡେକ୍ସ (ଜିଆଇ) ୫୫ରୁ କମ୍‌ ଥିବା ଯୋଗୁଁ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କମ୍‌ ଜିଆଇ ଥିବା ଖାଦ୍ୟ ପଦାର୍ଥ ରକ୍ତରେ…

ମଙ୍ଗଳବାର କରନ୍ତୁ ଏପରି ପୂଜା, ଆର୍ଥିକ ବୃଦ୍ଧି ସହିତ ଦୂରେଇଯିବ ଆପଣଙ୍କର ସବୁ ସଙ୍କଟ

ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରାଯାଏ। ମାନ୍ୟତା ରହିଛି କି ଏହିଦିନ ବିଧିବିଧାନରେ ପୂଜା କରିବା ଦ୍ୱାରା ହନୁମାନ ପ୍ରସନ୍ନ ହୋଇଥାନ୍ତି। ପ୍ରଭୁ ବଜରଙ୍ଗବାଲି ନିଜ ଭକ୍ତର ସମସ୍ତ ସଙ୍କଟ ହରଣ କରନ୍ତି। ମଙ୍ଗଳବାର ଦିନ ଏଥିପାଇଁ ଉପବାସ କରାଯାଏ ଏବଂ ଆପଣ ଯଦି କୌଣସି ଶାରୀରିକ ସଙ୍କଟରେ ଗତି…

ଖରାଦିନେ କଲରା ଖାଉଛନ୍ତି କି ? ତେବେ ଜାଣନ୍ତୁ ଏହା ଶରୀରକୁ କେତେ ଫାଇଦା ଓ କ୍ଷତି ପହଞ୍ଚାଇଥାଏ

କଲରା ଏକ ସ୍ୱାସ୍ଥ୍ୟ ଉପଯୋଗୀ ପରିବା । ଏହାର ସ୍ୱାଦ ପିତା ହୋଇଥିବା କାରଣରୁ ଏହାକୁ ବହୁ ଲୋକେ ଖାଇବାକୁ ପସନ୍ଦ କରିନଥାଆନ୍ତି । ହେଲେ ପାଟିକୁ ସୁସ୍ୱାଦୁ ନଲାଗିଲେ ମଧ୍ୟ କଲରାର ବହୁ ଔଷଧୀୟ ଗୁଣ ରହିଛି । ଏହା ଆମ ଶରୀରକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ । ଗ୍ରୀଷ୍ମ ଋତୁରେ ଲୋକମାନେ…