ସାଉଥ ଇଣ୍ଡିଆ ମିସେସ ପ୍ରତିଯୋଗିତାରେ ରନରଅପ୍ ହେଲେ ଓଡ଼ିଆ ବହୁ ତପସ୍ବିନୀ ନାୟକ
ବେଙ୍ଗାଲୁରୁ(କେନ୍ୟୁଜ୍): ଓଡ଼ିଆ ବହୁଙ୍କ ସଫଳତା । ଅନିଶା କ୍ରିଏସନ ଦ୍ୱାରା ବେଙ୍ଗାଳୁରୁରେ ଆୟୋଜିତ ସାଉଥ ଇଣ୍ଡିଆ ମିସେସର ପ୍ରଥମ ରନର୍ସ ଅଫ ହୋଇଛନ୍ତି ଜଣେ ଓଡିଆ ବହୁ । ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁର ତପସ୍ବିନୀ ନାୟକ ।
ବେଙ୍ଗାଳୁରୁରେ ସେ ସ୍ୱାମୀ ଓ ପୁଅ ସହ ରହିବା ସହ…