ଶତ ପ୍ରତିଶତ ଫେରାଇ ଆଣିବେ ବରମୁଡା କ୍ରୁଇଜ୍, ବୁଲିବା ପାଇଁ ରହିଛି ଖାସ ଅଫର୍
ବରମୁଡ଼ା ଟ୍ରିଆଙ୍ଗଲ, ନିଶ୍ଚୟ ଶୁଣିଥିବେ ଏହି ନାଁ। ଖାଲି ନାଁ ଶୁଣୁ ଶୁଣୁ ହିଁ ଦେହ ଶୀତେଇ ଉଠେ। କାରଣ ଅନେକ ଲୋକଙ୍କ ଜୀବନ ଯାଇଛି ଏଠି। ଉଭାନ ହୋଇଯାଇଛି ୧୦୦ ରୁ ଅନେକ ଉଡ଼ା ଜାହାଜ ଆଉ ବୁଡ଼ା ଜାହାଜ। ଯାହାର ସନ୍ଧାନ ଆଜି ପର୍ଯ୍ୟନ୍ତ ବି ମିଳିନାହିଁ। ଅନେକ ରହସ୍ୟ ରହିଛି ଆଣ୍ଟଲାଟିକ୍…