ସେଲେରିଓ ଠାରୁ ୱାଗନ୍ଆର୍ ପର୍ଯ୍ୟନ୍ତ ମାରୁତି ଗାଡ଼ି ଉପରେ ବଡ଼ ରିହାତି, ବର୍ତ୍ତମାନ ଆପଣ କିଣି ପାରିବେ ଏହି ଗାଡ଼ି
ଆପଣ କାର୍ କିଣିବାକୁ ଇଚ୍ଛା କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ରହିଛି ବେଷ୍ଟ ଅଫର୍। ମାରୁତି ସୁଜୁକି ଆରେନା ଏବଂ ନେକ୍ସା ଡିଲରସିପ୍ ମାଧ୍ୟମରେ ଏହାର ଗାଡ଼ି ଉପରେ ବଡ଼ ରିହାତି ପ୍ରଦାନ କରୁଛି। ଏହି ରିହାତିରେ ଆପଣ କାର୍ କିଣି ପାରିବେ। ବୋନସ୍ ଏବଂ କର୍ପୋରେଟ୍ ରିହାତି ଆକାରରେ…