ଅଳ୍ପ ଟଙ୍କାରେ 100 GB ପର୍ଯ୍ୟନ୍ତ ଡାଟା,ୱାର୍କ ଫ୍ରମ୍ ହୋମ ପାଇଁ ରହିଛି ଆଡ୍-ଅନ୍ ପ୍ଲାନ୍ ଏବଂ ହଟଷ୍ଟାର ଫ୍ରି
କରୋନା ପରେ ଅନେକ କମ୍ପାନୀ ନିଜ ଏମ୍ପ୍ଲୋଇଙ୍କୁ ଘରେ ରହି କାମ କରିବା ପାଇଁ ଅନୁମତି ଦେଇଛି। କହିବାକୁ ଗଲେ ଅନେକ ଆଇଟି କମ୍ପାନୀର କର୍ମଚାରୀମାନେ ଏପର୍ଯ୍ୟନ୍ତ ମଧ୍ୟ ୱାର୍କ ଫ୍ରମ୍ ହୋମ୍ କରୁଛନ୍ତି। କିନ୍ତୁ ଏଥିରେ ଅନେକ ଡାଟା ମଧ୍ୟ ସରିଥାଏ । ପୁଣି ଅନେକ ସମୟରେ ଡାଟା ସ୍ଲୋ ହୋଇଯାଏ।…