Browsing Tag

best food

ପ୍ରତିଦିନ ଭୋକରେ ଶୋଉଛନ୍ତି ଅଗଣିତ ଲୋକ, ବିଶ୍ୱରେ କ୍ଷୁଧାର୍ତ୍ତଙ୍କ ସଂଖ୍ୟା ୧୫ କୋଟି ବୃଦ୍ଧି

ଦି ବର୍ଷ ଧରି କୋଭିଡ୍‌ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ କଲା ପରେ ଏବେ ନୂଆ ଖାଦ୍ୟାଭାବ ଦେଖା ଦେଇଛି। କରୋନା ଯୋଗୁ ଲକ୍ଷାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ କୋଟି କୋଟି ଲୋକ ଭୋକିଲା ରହିଛନ୍ତି। କୋଭିଡ୍‌ ୨ ବର୍ଷ ସମୟରେ ବିଶ୍ୱରେ କ୍ଷୁଧାର୍ତ୍ତଙ୍କ ସଂଖ୍ୟା ୧୫ କୋଟି ବୃଦ୍ଧି ପାଇଛି। ୨୦୨୧ରେ…

କଶ୍ମୀର ଷ୍ଟାଇଲରେ ତିଆରି କରନ୍ତୁ ସୁଆଦିଆ ରାଜମା, ଟେଷ୍ଟି ବି ଆଉ ହେଲଦି ବି

ରାଜମା ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ଏମିତିକି ରାଜମା କଥା କହୁ କହୁ ହିଁ ଲୋଭ ଲାଗେ। ଏଥିରେ ଅଧିକ ମାତ୍ରାରେ ଭିଟାମିନ ଓ ଫାଇବର ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ଏହି ସ୍ୱାଦିଷ୍ଟ ଖାଦ୍ୟ କିପରି ତିଆରି କରିବେ। ରାଜମା ହେଉଛି ପଞ୍ଜାବୀ ଖାଦ୍ୟ କିନ୍ତୁ କଶ୍ମିରୀ ମସଲା ସହିତ…

ଅପ୍ରେଲ ୭ ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ଦୁର୍ବଳ ଲାଗୁଥିଲେ ଖାଆନ୍ତୁ ଏହି ସବୁ ଖାଦ୍ୟ

ପ୍ରତିବର୍ଷ ଅପ୍ରେଲ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଏ । ଏହି ଦିନକୁ ପ୍ରତ୍ୟେକ ମେଡ଼ିକାଲରେ ଓ ବଡ଼ ବଡ଼ ଅର୍ଗାନାଇଜେସନରେ ପାଳନ କରାଯାଉଛି। ସ୍ବାସ୍ଥ୍ୟ ଦିବସ ପାଇଁ ଡ଼ାକ୍ତର ମଧ୍ୟ ଏମିତି କିଛି ଖାଦ୍ୟ ଖାଇବା ପାଇଁ କହିଛନ୍ତି ଯାହାକି ଆପଣଙ୍କ ଶରୀରର ଦୁର୍ବଳତାକୁ…