Redmi K 50i ର ପ୍ରଥମ ବିକ୍ରୟ: ତୁରନ୍ତ ମିଳିବ ୩୦୦୦ ଟଙ୍କା ରିହାତି, ଜାଣନ୍ତୁ ଏହାର ଫିଚର୍
ଆପଣ ଯଦି ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ବେଷ୍ଟ ଅଫର୍। କାରଣ ରେଡମି କେ 50i ରିହାତି ରହିଛି। ଆପଣ ଏହି ଫୋନ୍ କମ୍ ଟଙ୍କାରେ କିଣି ପାରିବେ। Redmi K50i 5G ୨୩ ଜୁଲାଇରୁ ଅର୍ଥାତ ଆଜି ବିକ୍ରି ପାଇଁ ଉପଲବ୍ଧ ହେଉଛି। ଆଇସିଆଇସିଆଇ ବ୍ୟାଙ୍କ ଡେବିଟ୍ ଏବଂ…