Browsing Tag

bhadrak

ଖେଳୁଥିବା ସମୟରେ ପୋଖରୀ ଭିତରକୁ ଖସି ପଡ଼ିଲା ୮ ମାସର ଶିଶୁକନ୍ୟା ମୃତ

ଭଦ୍ରକ(କେନ୍ୟୁଜ୍): ପୋଖରୀରେ ପଡି ୮ ମାସର ଶିଶୁ କନ୍ୟା ମୃତ। ମୃତ ଶିଶୁ କନ୍ୟା ଜଣକ ଭଦ୍ରକ ସହର ଉପକଣ୍ଠ ଉପର ବାଗୁରାଇ ଅଞ୍ଚଳର ହୋଇଥିବା ସୂଚନା। ଭଦ୍ରକ ଉପର ବାଗୁରାଇ ସ୍ଥିତ ଫିସରୀ ବନ୍ଧ ଉପରେ ଶିଶୁଟି ଆଜି ସକାଳେ ଖେଳୁଥିବା ସମୟରେ ପୋଖରୀ ଭିତରକୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକ…

ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦ୍ୱାରା ୨ ଚୋର ଗିରଫ, ୧୦ଟି ବାଇକ୍‌ ଜବତ

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦ୍ୱାରା ୨ ଚୋର ଗିରଫ । ସେମାନଙ୍କ ନିକଟରୁ ୧୦ଟି ବାଇକ୍‌ ଜବତ ହୋଇଛି। ଗିରଫ ଦୁଇ ଯୁବକ ହେଲେ ଚରମ୍ପା ରେଳବାଇ କଲୋନୀର ରଞ୍ଜନ ପାତ୍ର ଓ ଗେଲପୁର ଅଞ୍ଚଳର ବିଜୟ ଜେନା । ଏମାନେ ଗତ କିଛିମାସ ହେବ ଜିଲ୍ଲାର ବିଭିନ୍ନ ଅଂଚଳରୁ ବାଇକ୍‌ ଚୋରି…

 କାରକୁ ଧକ୍କା ଦେଲା ଗୋରୁ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ପୁରୁଣା ଷ୍ଟେଟ୍ ବ୍ୟାଙ୍କ ନିକଟରେ ଏକ ଗୋରୁ ବୋଝେଇ ପିକ୍ ଅପ୍ ଏକ କାରକୁ ଧକ୍କା ଦେଇଥିବା ଦେଖିବାକୁ ମିଳିଛି। ଉକ୍ତ ପିକଅପ୍ ଗିଡିଟି ଧାମରାରୁ ଜାମୁଝାଡି ଅଭୁମୁଖେ ଖୁବ୍ ଦ୍ରୁତଗତିରେ ଆସୁଥିଲା।  ସମାନ ଦିଗରୁ ଆସୁଥିବା କାରକୁ ଉକ୍ତ ଗୋରୁ…

ସାଙ୍ଗ ବାହାଘର ଭୋଜିରୁ ଫେରିବା ବେଳେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା, ଅଭିଯୁକ୍ତ ଗିରଫ

ଭଦ୍ରକ (କେନ୍ୟୁଜ): ସାଙ୍ଗ ବାହାଘର ଭୋଜିରୁ ଫେରିବା ବେଳେ ପିଟିପିଟି ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ । ଭୋଜିରେ ମାଂସ ଖାଇବା ଓ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ହୋଇଥିବା ନେଇ ପୋଲିସ ସ୍ପଷ୍ଟ କରିଛି । ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବିଜେଗଙ୍ଗାଧରପୁର ଅଞ୍ଚଳରେ…

ସାମାନ୍ୟ ବଚସାରୁ ଚାଲି ଗଲା ଯୁବକଙ୍କ ଜୀବନ, ବାହାଘରରୁ ଫେରିବା ବେଳେ ପିଟି ପିଟି ମାରିଦେଲେ

ଭଦ୍ରକ (କେନ୍ୟୁଜ): ବାହାଘର ଭୋଜି ଖାଇବା ପରେ ଝଗଡା ଓ ପରେ ଯୁବକ ଙ୍କୁ ପିଟି ପିଟି ହତ୍ୟା। ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବିଜେ ଗଙ୍ଗାଧର ପୁର ଗ୍ରାମରେ।ମୃତ ଯୁବକ ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜେଗଙ୍ଗାଧରପୁର ଗ୍ରାମର ବିଦ୍ୟାଧର ମାଝୀ।…

ମଧ୍ୟାହ୍ନ ଭୋଜନ ରନ୍ଧାକୁ ନେଇ ଏସଏଚଜି ଗୋଷ୍ଠୀ ମଧ୍ୟରେ ମାରପିଟ୍, ସ୍କୁଲ ପିଲା ବିସ୍କୁଟ ଖାଇ ଫେରିଲେ

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଅନ୍ତର୍ଗତ ତାଳପଦା ନୋଡାଲ ସ୍କୁଲରେ ଘଟିଛି ଏକ ଘଟଣା । ମଧ୍ୟାହ୍ନ ଭୋଜନ ରନ୍ଧାକୁ ନେଇ ଏସଏଚଜି ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହେଲେ। ଆଉ ତାର ଭିଡିଓ ଏବେ ହେଲା ଭାଇରଲ ହେଉଛି। ଏପଟେ ଏହି ଗଣ୍ଡଗୋଳ ଯୋଗୁଁ ସ୍କୁଲର ଛାତ୍ର ଛାତ୍ରୀ…

ବ୍ୟାଙ୍କରୁ ୧୨ ଲକ୍ଷ ଟଙ୍କା ଉଠାଇ ବାହାରକୁ ଆସୁଥିବା ବେଳେ ଶିକ୍ଷକଙ୍କ ଠାରୁ ଝାମ୍ପିନେଲେ ଲୁଟେରା

ଭଦ୍ରକ(କେନ୍ୟୁଜ୍):  ଷ୍ଟେଟ ବ୍ୟାଙ୍କରୁ ୧୨ ଲକ୍ଷ ଟଙ୍କା ଉଠାଇ ବାହାରକୁ ଆସୁଥିବା ବେଳେ ଶିକ୍ଷକଙ୍କ ଠାରୁ ଟଙ୍କା ଲୁଟ।  ଏଭଳି ଘଟଣା ଆଜି ଭଦ୍ରକ ସହର ସ୍ଥିତ ଅପର୍ତ୍ତିବିନ୍ଧା ଛକରେ ଘଟିଛି।  ଆଜି ବନ୍ତ ବ୍ଲକ କାଦବରାଙ୍ଗ ହାଇ ସ୍କୁଲର ଅଶୋକ କୁମାର ଖିଲାର ନାମକ ଜଣେ ଶିକ୍ଷକ…

ମୋ ଧନକୁ ଫେରିପାଇଲି: ଫେରିଲା ଅପହୃତା ସ୍ତ୍ରୀ, ଖୁସିରେ ଆତ୍ମହରା ସ୍ବାମୀ

ଭଦ୍ରକ(କେନ୍ୟୁଜ୍): ମୋ ସ୍ତ୍ରୀକୁ କରାଯାଇଥିଲା ଅପହରଣ। ମୋ ସ୍ତ୍ରୀର ମାମୁଁ ମାଇଁ ଆଜି ତାକୁ ଅଣ୍ଡରାଇ ଜଗନ୍ନାଥ ମନ୍ଦିରରେ ଅନ୍ୟତ୍ର ବିବାହ ପାଇଁ ଆଣିଥିଲେ ମୋ ସ୍ତ୍ରୀ ମତେ ଜଣେଇବାପରେ ମୁଁ ପହଞ୍ଚି ଥିଲି ମନ୍ଦିରରେ। ଆଉ ମୋ ସ୍ତ୍ରୀ ମତେ ଦେଖିଲା ପରେ ଦୋଉଡି ପଳାଇ ଆସିଲା ମୁଁ ମୋ ପ୍ରେମକୁ…

ଚଳିତ ବର୍ଷ ମା’ ଦକ୍ଷିଣେଶ୍ୱରୀ କାଳୀଙ୍କ ପାଳିତ ହୋଇଛି ଜନ୍ମ ବାର୍ଷିକ ଉତ୍ସବ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହର ଉପକଣ୍ଠରେରେ ମା’ଦକ୍ଷିଣେଶ୍ୱରୀ କାଳୀ ବିଜେ କରିଛନ୍ତି। ମା’ କାଳୀଙ୍କ ପୀଠ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପୀଠ ଭାବେ ଏହା ସବୁଠି ବେଶ ଜଣାଶୁଣା। କଲ୍ୟାଣମୟୀ, ଜଗତଜନନୀ ମା’ଦକ୍ଷିଣେଶ୍ୱରୀଙ୍କ ମହିମା ରହିଛି ସବୁଠୁ ସ୍ୱତନ୍ତ୍ର । ଆପଣ ଜାଣିଥିବେ କାଳୀପୂଜା ଏହି…

ଭଦ୍ରକ: ତିହିଡି ମହରମପୁର ପଞ୍ଚାୟତ ସାଠିବାଟି ଗ୍ରାମରେ କୁମ୍ଭୀର ଆତଙ୍କ, ନାକେଦମ ହେଲାଣି ବନବିଭାଗ

ଚାନ୍ଦବାଲି(କେନ୍ୟୁଜ୍): ତିହିଡି ବ୍ଲକ ମହରମପୁର ପଞ୍ଚାୟତ ସାଠିବାଟି ଗ୍ରାମରେ କୁମ୍ଭୀର ଆତଙ୍କ।  ଗାଁ ପୋଖରୀରେ ପଶିଛି କୁମ୍ଭୀର। ବନବିଭାଗ ଓ ଅଗ୍ନିଶମ ବିଭାଗ ପକ୍ଷରୁ କୁମ୍ଭୀରକୁ ଉଦ୍ଧାର କାର୍ଯ୍ଯ ଜାରି ରହିଛି। କୁମ୍ଭୀର ଧରିବାକୁ ନାକେଦମ ହେଲାଣି ବନବିଭାଗ। ପାଖାପାଖି 6ଘଣ୍ଟା ହେଲାଣି…

ଭଦ୍ରକର ଚନ୍ଦନବଜାରରେ ଅୟୋଜିତ ହୋଇଛି ରାଧା କୃଷ୍ଣଙ୍କ ବିବାହ ଉତ୍ସବ

ଭଦ୍ରକରେ ଅନୁଷ୍ଠିତ ହୋଇଛି ପୁରାଣ ପ୍ରସିଦ୍ଧ ଓ ପୁରାଣ ବର୍ଣ୍ଣିତ ରାଧା କୃଷ୍ଣଙ୍କ ପବିତ୍ର ବିବାହ ଉତ୍ସବ । ଏହି ଅବସରରେ ସାଧାରଣ ବିବାହ ଉତ୍ସବ ପରି ସମସ୍ତ ବୈଦିକ ରୀତି ନୀତି ପାଳନ କରାଯାଇଥିଲା। ନୀତି ନିୟମ ଅନୁସାରେ ଦେବ ଦମ୍ପତିଙ୍କ ପବିତ୍ର ବିବାହ ଉତ୍ସବ ଆୟୋଜିତ ହୋଇଥିଲା।। ବର…

ଭଦ୍ରକ: କ୍ଷେପଣାସ୍ତ୍ର ଭଗ୍ନାଂଶ କାଟିବା ବେଳେ କବାଡି ଦୋକାନରେ ବିସ୍ଫୋରଣ, ୩ ଗୁରୁତର

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଧାମରା ଥାନା ଧାମରା ବଜାରରେ ଥିବା ଏକ କବାଡି ଦୋକାନରେ ବିସ୍ଫୋରଣ ଘଟି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।ତାଙ୍କୁ ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।ଦୁଇଜଣ ହେଲେ ହରିପଦ ରଣା ଓ ଆଇମାଲ ଅଲ୍ଲୀ ସାହା । ଆଜି ସନ୍ଧ୍ୟା ସମୟରେ…