Browsing Tag

bhadrak lootera gang

ଭଦ୍ରକ: ଏକ ବଡ ଧରଣର ଲୁଟେରା ଗ୍ୟାଙ୍ଗ ଠାବ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ

ଭଦ୍ରକ(କେ ନ୍ୟୁଜ): ଲୁଟେରା ଗ୍ୟାଙ୍ଗ ଠାବ । ଗତ ଏପ୍ରିଲ ୧୯ ତାରିଖରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଧରିତ୍ରୀ ନଗର ଅଞ୍ଚଳରେ ଏକ ସୁନା ଚେନ ଛିନତାଇ ହୋଇଥିଲା । ଜଣେ ମହିଳା ତାଙ୍କ ପିଲାକୁ ସ୍କୁଲ ନେଇ ଯାଉଥିବା ବେଳେ ସ୍କୁଟିରେ ଡକାୟତ ମାନେ ତାଙ୍କ ବେକରୁ ସୁନା ଚେନ ଛିଡ଼ାଇ ନେଇଥିଲେ…