Browsing Tag

bharat joda yatra

୭ ତାରିଖରେ ଆରମ୍ଭ ହେବ କଂଗ୍ରେସର ଭାରତ ଯୋଡ଼ ଅଭିଯାନ, ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ନେଇ ଲୋକଙ୍କ ପାଖକୁ ଯିବ ଦଳ 

ଭୁବନେଶ୍ବର(କେନ୍ୟୁଜ୍):  ଆସନ୍ତା ୭ ତାରିଖରେ ଆରମ୍ଭ ହେବ ଭାରତ ଯୋଡ଼ ଅଭିଯାନ । କନ୍ୟାକୁମାରୀରୁ ରାହୁଲ ଆରମ୍ଭ କରିବେ ଅଭିଯାନ । ଏହା ବଡ଼ ଜନ ସମ୍ପର୍କ ପଦଯାତ୍ରା । ୧୨ଟି ରାଜ୍ୟ ଓ ୨ଟି କେନ୍ଦର ଶାସିତ ଅଞ୍ଚଳ ରହିବ । ୧୫୦ ଦିନର ପଦଯାତ୍ରାରେ ପ୍ରାୟ ୩ହଜାର ୫୦୦ କିଲୋମିଟରକୁ କଭର କରାଯିବ ।…