Browsing Tag

bhubaneswar

କ୍ରୀଡ଼ା ସାମ୍ବାଦିକ ଅଶୋକ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି, ଓସଜା ପକ୍ଷରୁ ଶ୍ରାଦ୍ଧ ଦିବସ ପାଳିତ, ଉନ୍ମୋଚିତ ହେଲା…

ଭୁବନେଶ୍ବର (କେନ୍ୟୁଜ୍‌): ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଡକ୍ଟର ଅଶୋକ ପଟ୍ଟନାୟକଙ୍କ ୨୨ତମ ଶ୍ରାଦ୍ଧ ସଭା ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଅପରାହ୍ଣରେ ଭୁବନେଶ୍ୱର ସହିଦ ସ୍ପୋର୍ଟିଂ କ୍ଲବ୍ ଦେବାଶିଷ ମହାନ୍ତି ପ୍ରେସ୍ ବକ୍ସରେ ଆୟୋଜିତ ହୋଇଥିଲା ଏହି ନିରାଡ଼ମ୍ବର ଉତ୍ସବ । ଡକ୍ଟର ପଟ୍ଟନାୟକ…

କାଲି ୭୫ତମ ସ୍ୱାଧୀନତା ଦିବସ : ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କେନ୍ୟୁଜ୍(ବ୍ୟୁରୋ): କାଲି ୭୫ତମ ସ୍ୱାଧୀନତା ଦିବସ ପାଳିତ ପାଇଁ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ରାଜ୍ୟସ୍ତରୀୟ ପରେଡରେ ପରେଡ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କମିସନରେଟ ପୋଲିସ ପକ୍ଷରୁ ପୁରା ରାଜଧାନୀକୁ ଏବେ ସ୍କାନରରେ ରଖାଯାଇଛି। ସିସିଟିଭି…

ଉଇକିଆଳିଙ୍କ ଉଇକିମାନିଆ, ଖୋଲା ଜ୍ଞାନ ନିମନ୍ତେ ସଭିଏଁ ଏକାଠି

ଭୁବନେଶ୍ୱର (କେନ୍ୟୁଜ୍‌) : ଭୁବନେଶ୍ୱରରେ ଆଜି ଓଡ଼ିଆ ଉଇକିଆଳିଙ୍କ ପକ୍ଷରୁ ଉଇକିମାନିଆ, ଭୁବନେଶ୍ୱର ମେଳଣ ଉଦ୍‌ଘାଟିତ ହୋଇ ଯାଇଛି । ଏହି ମେଳଣରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ପ୍ରଯୁକ୍ତି ବିଭାଗର ସଚିବ ମନୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉଇକିମିଡିଆ ଫାଉଣ୍ଡେସନ୍‌ର…

ଭୁବନେଶ୍ୱରର ବିଭିନ୍ନ ଛକ ବୁଲିଲେ ୫-ଟି ସଚିବ: ଟ୍ରାଫିକ ବ୍ୟବସ୍ଥାର କଲେ ଅନୁଧ୍ୟାନ, ଖୁବଶୀଘ୍ର ଟ୍ରାଫିକ ସମସ୍ୟାର ହେବ…

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ଟ୍ରାଫିକ୍‌ ସ୍ଥିତି ଅନୁଧ୍ୟାନ କଲେ 5T ସଚିବ ଭି.କେ. ପାଣ୍ଡିଆନ। ଶିଶୁଭବନ ଛକ, ରବି ଟକିଜ ଓ କଳ୍ପନା ଛକ ଆଦି ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବେହେରା ସାହି ଛକ, ରସୁଲଗଡ଼ ଓ ଆଇଗିଣିଆ ଛକ ମଧ୍ୟ ବୁଲି ସ୍ଥିତି ପରଖିଛନ୍ତି 5T ସଚିବ। ଭି.କେ.…

କ୍ଷୁଦ୍ର ଗଳ୍ପ ସଂକଳନ ‘ଶେଷ ଚିଠି’ ଓ ଆଧ୍ୟାତ୍ମିକଧର୍ମୀ ପୁସ୍ତକ ‘ଭାଗବତ କଥାମୃତ’ ଦୁଇଟି ପୁସ୍ତକ ଉନ୍ମୋଚନ କଲେ…

କେନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ଲିଖିତ ଦୁଇଟି ପୁସ୍ତକ ଶେଷ ଚିଠି ଓ ଭାଗବତ କଥାମୃତ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀ ମହାନ୍ତିଙ୍କୁ ତାଙ୍କର ସାରସ୍ବତ କୃତି ପାଇଁ ଅଭିନନ୍ଦନ…

ଭୁବନେଶ୍ବର: ଉଠା ଦୋକାନୀ ଓ ମାର୍କେଟ ବିଲଡିଂ ଆସୋସିଏସନ ସଦସ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି, ଆଜି ପାଇଁ ମାର୍କେଟ ବିଲ୍ଡିଂ…

ଭୁବନେଶ୍ବର (କେନ୍ୟୁଜ୍):  ମାର୍କେଟ ବିଲ୍ଡିଂରେ ଉତ୍ତେଜନା। ଉଠା ଦୋକାନୀ ଓ ମାର୍କେଟ ବିଲଡିଂ ଆସୋସିଏସନ ସଦସ୍ୟଙ୍କ ମଧ୍ୟରେ ଧସ୍ତା ଧସ୍ତି। ଉଠଦୋକାନୀ ଜୋରଜବରଦସ୍ତ ମାର୍କେଟ ବିଲ୍ଡିଂରେ ଦୋକାନ କରୁଥିବାରୁ ଆସୋସିଏସନ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଥିଲା ଫଳରେ ଉତେଜନା ସୃଷ୍ଟି ହୋଇଥିଲା।…

ଭୁବନେଶ୍ୱରରେ ଇ-ବସ ଓ ଇ-ରିକ୍ସା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ପ୍ରଥମ ପର୍ଯ୍ୟାୟରେ ଗଡିଲା ୧୦ଟି ବସ ଓ ୫୦ଟି ରିକ୍ସା 

ଭୁବନେଶ୍ବର(କେନ୍ୟୁଜ୍):  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର airport ଛକ ଠାରେ ଇ-ବସ ଓ ଇ-ରିକ୍ସା ଚଳାଚଳର ଶୁଭାରମ୍ଭ କରିଛନ୍ତି। ଗାଡି ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ଦ୍ବାରା ସହରରେ ବାୟୁ ପ୍ରଦୂଷଣ କମ୍ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ…

ଭୁବନେଶ୍ୱରରେ ଗଡ଼ିବ ଇ-ବସ୍ ଓ ଇ-ରିକ୍ସା , ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ୍

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ କାଲିଠୁ ଚାଲିବ ଇ-ବସ୍‌ । ମୋ ବସ୍‌ର ସଫଳତା ପରେ ଇ-ବସ୍‌ ସେବା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ୍‌ ଚାଲିବ । ଶୁକ୍ରବାର ସନ୍ଧ୍ୟାରେ ଇ-ବସ୍‌ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇ-ବସ୍‌ ସହ ଇ-ରିକ୍ସା ମଧ୍ୟ ଚାଲିବ ବୋଲି ମୋ…

ବିଏମ୍‌ସିର ନୂଆ ଯୋଜନା: ଏବେ ଭୁବନେଶ୍ୱରରେ ହେବ ରାତ୍ରି ସଫେଇ, ଘରକୁ ଘର ବୁଲି ଅଳିଆ ସଂଗ୍ରହ କରିବେ କର୍ମୀ

ଭୁବନେଶ୍ୱର (କେନ୍ୟୁଜ): ଏବେ ଭୁବନେଶ୍ୱରରେ ହେବ ନାଇଟ୍ ସ୍ୱପିଂ ବା ରାତ୍ରି ସଫେଇ । ଘରକୁ ଘର ବୁଲି ଅଳିଆ ସଂଗ୍ରହ କରିବେ ସଫେଇ କର୍ମୀ । ପ୍ରତିଦିନ ରାତିରେ ସଫା ହେବ ସହରର ଗଳିକନ୍ଦି। ସଂଧ୍ୟା ୭ଟାରୁ ରାତି ୧ଟା ଯାଏ ସହରର ଗଳି କନ୍ଦିରୁ ନେଇ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ସଫେଇ ଚାଲିବ । ଏହି…

ସାବଧାନ ରାଜଧାନୀବାସୀ ! ଏଣିକି ମାସ୍କ ପିନ୍ଧି ନଥିଲେ ଦୋକାନୀ ଦେବେନି ଜିନିଷ

ଭୁବନେଶ୍ବର(କେନ୍ୟୁଜ୍):  ମାସ୍କ ନାହିଁ ତ ଏଣ୍ଟ୍ରି ନାହିଁ । ମାସ୍କ ପିନ୍ଧି ନଥିଲେ ଦୋକାନୀ ଦେବେନି ଜିନିଷ । କରୋନା ସଂକ୍ରମଣ ବଢୁଥିବା ବେଳେ ଭୁବନେଶ୍ୱରରେ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ବିଏମସି । ଏଣିକି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମାସ୍କ ନ ପିନ୍ଧିଲେ ଦୋକାନ, ସପିଂ…

ସ୍ମାର୍ଟସିଟିରେ କଙ୍ଗାରୁ କୋର୍ଟ: ଯୁବକଙ୍କ ହାତ ଗୋଡ଼ ବାନ୍ଧି ଯିଏ ପାରିଲା ସିଏ ବାଡେଇ ଚାଲିଲା

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ କଙ୍ଗାରୁ କୋର୍ଟ । ଯୁବକଙ୍କ ହାତ ଗୋଡ଼ ବାନ୍ଧି ଯିଏ ପାରିଲା ସିଏ ବାଡେଇ ଚାଲିଲା । ଭୁବନେଶ୍ୱର ଧିରୀକୁଟ ବସ୍ତିରେ ଦେଖିବାକୁ ମିଳିିଛି ଏଭଳି ଅଭାବନୀୟ ଘଟଣା । ଯୁବକଙ୍କୁ ମାଡ଼ ବେଳର ଭିଡିଓ ଏବେ ଭାଇରାଲ ହୋଇଛି । ଦେଖନ୍ତୁ କିପରି ଘରର ଗେଟ୍‌ରେ ଯୁବକଙ୍କୁ…

ଅଭିଷେକ ଓ ମାଧୁରୀଙ୍କୁ ମିଳିଲା ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ୍‌ କ୍ରିକେଟର ଅଫ୍‌ ଦ ଇୟର ପୁରସ୍କାର

ଭୁବନେଶ୍ୱର (କେନ୍ୟୁଜ୍‌) : ଅଭିଷେକ ରାଉତ ଓ ମାଧୁରୀ ମେହେଟ୍ଟାଙ୍କୁ ମିଳିଛିମାରୁତି ଇଷ୍ଟେଟ୍‌ କ୍ରିକେଟର ଅଫ୍‌ ଦ ଇୟର ପୁରସ୍କାର। ୨୦୨୧-୨୨ ବର୍ଷ ପାଇଁ ଏମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଆଜି ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଭିଷେକଙ୍କୁ ଶ୍ରେଷ୍ଠ ପୁରୁଷ ଖେଳାଳି ଓ…