Browsing Tag

bhubaneswar airport

ଭୁବନେଶ୍ୱର ଏୟାରପୋର୍ଟରେ ହାଇଡ୍ରାମା: ପ୍ରେମୀଯୁଗଳଙ୍କୁ ଉଠାଇ ଆଣିଲା ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ଏୟାରପୋର୍ଟରେ ହାଇଡ୍ରାମା । ଏୟାରପୋର୍ଟରୁ ପ୍ରେମୀଯୁଗଳଙ୍କୁ ଉଠାଇ ଆଣିଲା ପୋଲିସ । ବେଙ୍ଗାଳୁରୁରୁ ଫେରୁଥିଲେ ପ୍ରେମୀଯୁଗଳ । ଏୟାରପୋର୍ଟରେ ପ୍ରେମୀଯୁଗଳଙ୍କୁ ଜଗିଥିଲେ ଉଭୟଙ୍କ ପରିବାର ଲୋକ। ଏହି ଘଟଣା ବିଷୟରେ ପୋଲିସ ଜାଣିବା ପରେ ଏୟାରପୋର୍ଟ ଥାନା…