Browsing Tag

bhubaneswar dcp

ଭୁବନେଶ୍ୱର ଡିସିପି ଭାବରେ ଦାୟିତ୍ବ ନେଲେ ପ୍ରତୀକ ସିଂ, ଅପରାଧ ନିୟନ୍ତ୍ରଣ ରହିବ ଚ୍ୟାଲେଞ୍ଜ

ଭବନେଶ୍ବର(କେନ୍ୟୁଜ୍):  ଭୁବନେଶ୍ୱର ଡିସିପି ଭାବରେ ଦାୟିତ୍ବ ଗ୍ରହଣ କଲେ ପ୍ରତୀକ ସିଂ। ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟରେ ସମସ୍ତ ଏସିପି,ଆଇଆଇସି ନୂଆ ଡିସିପିଙ୍କୁ ସ୍ୱାଗତ କରିଥିଲେ। ।ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ, ଭିଭିଆଇପି ମୁଭମେଣ୍ଟ, ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ରହିବ ଫୋକସ।…