ମେ ଫେୟାରରେ ଆୟୋଜିତ ହୋଇଛି ପଞ୍ଜାବୀ ଫୁଡ଼ ଫେଷ୍ଟିଭାଲ, ଚାଲିଛି ସୁସ୍ୱାଦୁ ଭୋଜନର ଆସର
ଭୁବନେଶ୍ୱର (କେନ୍ୟୁଜ) : ମେ ଫେୟାରରେ ଥିବା ଟି ପଟ ଠାରେ ପଞ୍ଜାବୀ ଫୁଡ଼ ଫେଷ୍ଟିଭାଲ ଆୟୋଜିତ ହୋଇଛି । ଖାଣ୍ଟି ପଞ୍ଜାବୀ ଖାଦ୍ୟର ଆସର ଜମିଛି ମେ ଫେୟାର ର ଟି ପଟ ଠାରେ । ଓଡ଼ିଆ ସେଫ ମାନେ ନିଜେ ପ୍ରସ୍ତୁତ କରିଛନ୍ତି ଏହି ଖାଇବା । ଭେଜ, ନନ ଭେଜର ବିଭିନ୍ନ ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ…