Browsing Tag

bhupinder singh

ଆଉ ନାହାନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ଭୂପିନ୍ଦର ସିଂ, ୮୨ ବର୍ଷ ବୟସରେ ମୁମ୍ବାଇର ଏକ ହସ୍ପିଟାଲରେ ଆଖିବୁଜିଲେ

କେନ୍ୟୁଜ୍(ବ୍ୟୁରୋ):  ଆଉ ନାହାନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ଭୂପିନ୍ଦର ସିଂ । ମୁମ୍ବାଇର ଏକ ହସ୍ପିଟାଲରେ ୮୨ ବର୍ଷ ବୟସରେ ପରଲୋକ ହୋଇଛି । ଅନେକ ଦଶନ୍ଧି ଧରି ସଂଗୀତର ଶାସ୍ତ୍ରୀୟତାରେ ଶ୍ରୋତାଙ୍କୁ ମନ୍ତ୍ରମୁଗ୍‌ଧ କରି ରଖିଥିଲେ ଭୂପିନ୍ଦର ସିଂ। ଦୋ ଦିଓ୍ଵାନେ ସହର ମେ, କିସି ନଜର କୋ…