Browsing Tag

Bihar

ବିହାରରେ ବଜ୍ରପାତରେ ୧୬ ଜଣଙ୍କ ମୃତ୍ୟୁ, ଗଭୀର ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ବିହାରର ବିଭିନ୍ନ ଜିଲ୍ଲାରେ ବଜ୍ରପାତରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ଏଥିସହ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ…

ସୋନୁ ସୁଦ୍‌ଙ୍କୁ ସାହାଯ୍ୟ ମାଗି ଫସିଲେ ରୋଗାକ୍ରାନ୍ତ ଶିକ୍ଷକ, ସାଇବର ଠକ କରିଦେଲେ ଆକାଉଣ୍ଟ ଖାଲି!

ଅଭିନେତା ସୋନୁ ସୁଦ୍‌ଙ୍କୁ ଚିକିତ୍ସା ପାଇଁ ସାହାଯ୍ୟ ମାଗିବା ଜଣେ ରୋଗାକ୍ରାନ୍ତ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ସାଇବର ଠକ ଶିକ୍ଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରି ଦେଇଛନ୍ତି। ମାମଲା ବିହାରର ନାଳନ୍ଦା ଜିଲ୍ଲାର ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଶିକ୍ଷକ ଶୁଭମ୍ କୁମାର ଗତ ୧ ବର୍ଷ…

ଫିଲ୍ମ ଷ୍ଟାଇଲରେ ଚୋରି, ଚଳନ୍ତା ଟ୍ରେନରୁ ବ୍ୟବସାୟୀଙ୍କ ଠାରୁ ୨ କୋଟିର ସୁନା ଲୁଟିନେଲେ ଲୁଟେରା

ଚଳନ୍ତା ଟ୍ରେନରୁ ଲୁଟ୍‌ ଘଟଣା ଆପଣ ନିଶ୍ଚିତ ଫିଲ୍ମରେ ଦେଖିଥିବେ। ବଲିଉଡରେ ଏମିତି ଅନେକ ଫିଲ୍ମ ତିଆରି ହୋଇଛି, ଯେଉଁଥିରେ ଚଳନ୍ତା ଟ୍ରେନରୁ ଲୁଟ୍‌ ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏମିତି ଏକ ଘଟଣା କଟିହାର ବରାନୀ ରେଳଖଣ୍ଡରେ ଦେଖିବାକୁ ମିଳିଛି। ସୂଚନାମୁତାବକ, ହାଟେବାଜାର…

ସାରା ଦେଶରେ ଜଳୁଛି ଅଗ୍ନିପଥ ନିଆଁ! ଆଜି ବିହାର ବନ୍ଦ, ସମର୍ଥନ ଜଣାଇଲେ ଆର୍‌ଜେଡି ଓ ବାମପନ୍ଥୀ

ସାରା ଦେଶରେ ସେନା ନିଯୁକ୍ତିର ନୂଆ ଯୋଜନା ‘ଅଗ୍ନିପଥ’କୁ ନେଇ ନିଆଁ ଜଳୁଛି। ଏହାରି ଭିତରେ କିଛି ଛାତ୍ର ସଙ୍ଗଠନ ବିହାର ବନ୍ଦ ଆହ୍ଵାନ କରିଛନ୍ତି। ଛାତ୍ର ସଙ୍ଗଠନଗୁଡ଼ିକ ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ବିହାର ବନ୍ଦ ଘୋଷଣା କରିଛନ୍ତି, ଯେଉଁଥିରେ ଆର୍‌ଜେଡି ଏବଂ ବାମପନ୍ଥୀ ଦଳଗୁଡ଼ିକ…

ଅଗ୍ନିପଥ ସ୍କିମ୍‌କୁ ତୀବ୍ର ବିରୋଧ: ରାସ୍ତାକୁ ଓହ୍ଲାଇଲେ ଛାତ୍ର, ଟ୍ରେନ୍‌ରେ ଲଗାଇଲେ ନିଆଁ

ବିହାର: ସେନାରେ ନିଯୁକ୍ତି ପାଇଁ ସରକାର ଘୋଷଣା କରିଥିବା ଅଗ୍ନିପଥ ସ୍କିମ୍‌କୁ ନେଇ ବିରୋଧ ତୀବ୍ର ହେଉଛି। ଅଗ୍ନିପଥ ଯୋଜନାକୁ ନେଇ ବିରୋଧର ସ୍ୱର ଧୀରେ ଧୀରେ ହିଂସାର ରୂପ ନେଇଛି। ବିହାରର ବିଭିନ୍ନ ସ୍ଥାନରେ ସେନା ନିଯୁକ୍ତି ଆଶାୟୀ ଲଙ୍କାକାଣ୍ଡ କରିଛନ୍ତି। ବିହାରର ଛାପ୍ରାରେ ଶହ ଶହ…

ବିହାର: ବାଲାନ୍ସ ବିଗିଡ଼ିବାରୁ ରାସ୍ତାପାର୍ଶ୍ୱ ପାଣି ଗର୍ତ୍ତ ଭିତରକୁ ଖସିଲା ସ୍କର୍ପିଓ, ୯ ଯାତ୍ରୀଙ୍କ ମୃତ୍ୟୁ

ବିହାରର ପୂର୍ଣ୍ଣିଆ ଜିଲ୍ଲାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ରାସ୍ତାରେ ଯାଉଥିବା ବେଳେ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ଏକ ବିରାଟ ଗର୍ତ୍ତ ଭିତରକୁ ଖସି ପଡ଼ିଥିଲା, ଯାହାଫଳରେ…

ବିହାରରେ ନିର୍ଭୟାକାଣ୍ଡ: ବସ୍‌ ଭିତରେ ଡ୍ରାଇଭର କଣ୍ଡକ୍ଟର ସମେତ ୪ ଜଣ ମିଶି ଝୁଣିଦେଲେ କୁନି ଝିଅକୁ, ୧୨ ଘଣ୍ଟାରେ…

ବିହାର: ନିର୍ଭୟା କାଣ୍ଡର ପୁନରାବୃତ୍ତି। ବିହାରର ପଶ୍ଚିମ ଚମ୍ପାରନ୍‌ର ବେତିୟା ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ଏକ ବସ୍‌ରେ ମଙ୍ଗଳବାର ଦ୍ୱିପ୍ରହରରେ ଜଣେ ନାବାଳିକା ଝିଅକୁ ନିଶା ଔଷଧ ଖୁଆଇ ବସ୍‌ର ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ସମେତ ଆଉ ଜଣେ ବ୍ୟକ୍ତି ଗଣ ଦୁଷ୍କର୍ମ କରିଛନ୍ତି। ପୋଲିସ…

ଅଭାବ ଅନଟନ ନେଇଗଲା ପୂରା ପରିବାରର ଜୀବନ, ସାମୂହିକ ଆତ୍ମହତ୍ୟା କଲେ ୫ ସଦସ୍ୟ…ସାରା ରାତି ଝୁଲି ରହିଲା ମୃତଦେହ

ବିହାରର ସମସ୍ତିପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାରର ୫ ଜଣ ସଦସ୍ୟ ବେକରେ ଦଉଡ଼ି ଦେଇ ସାମୂହିକ ଆତ୍ମହତ୍ୟା କରିଛନ୍ତି। ରବିବାର ସକାଳେ ଘରୁ ୫ ଜଣଙ୍କ ମୃତଦେହ ଜବତ ହେବା ପରେ ପୂରା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଏଭଳି ସମ୍ବେଦନଶୀଳ ଘଟଣା…

ଦୁର୍ଲ୍ଲଭ: ୪୦ ଦିନର ଛୁଆ ପେଟରେ ବଢ଼ୁଥିଲା ଭ୍ରୁଣ! ଡାକ୍ତର ଆଶ୍ଚର୍ଯ୍ୟ…ସର୍ଜରୀ କରି ତୁରନ୍ତ ବାହାର କଲେ

ଦୁନିଆରେ ବେଳେବେଳେ ଏମିତି ଘଟଣା ସବୁ ଘଟିଥାଏ, ଯାହାକୁ ସହଜରେ ବିଶ୍ୱାସ କରିବା ମୁସ୍କିଲ ହୋଇଯାଏ। ଲୋକେ ଏହି ଘଟଣା ବିଷୟରେ ଶୁଣି ଆଶ୍ଚର୍ଯ୍ୟଚକିତ ହୋଇ ଯାଆନ୍ତି। ଏମିତି ହିଁ ଏକ ଘଟଣା ଘଟିଛି ବିହାରର ମୋତିହାରୀ ଜିଲ୍ଲାରେ। ଏଠାରେ ଖୋଦ୍‌ ଡାକ୍ତରମାନେ ବି ଅଦ୍ଭୁତ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ…

ଗୋଟିଏ ଗୋଡ଼ରେ ଚାଲୁଥିବା ଝିଅକୁ ସାହାଯ୍ୟ କଲେ ସୋନୁ ସୁଦ, କହିଲେ- ଏବେ ଦୁଇ ଗୋଡରେ ଚାଲିବେ

ନୂଆଦିଲ୍ଲୀ : କଥାରେ ଅଛି, ଯଦି ମନରେ ଦୃଢ ଇଚ୍ଛାଶକ୍ତି ଅଛି ତେବେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ବ୍ୟକ୍ତି ନିଜ ଲକ୍ଷ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହୁଏ। କିନ୍ତୁ ଯେତେବେଳେ ନିଜ ଶରୀରର କୌଣସି ଅଙ୍ଗ ସ୍ବପ୍ନ ପୂରଣ ଆଗରେ ବାଧା ସୃଷ୍ଟି କରେ ସେତେବେଳେ କଠିନ ହୋଇଯାଏ ଯାତ୍ରା । ମାତ୍ର ମନର…

ବିହାର: କାର୍ଯ୍ୟକ୍ରମ ବେଳେ ଭୁଶୁଡ଼ି ପଡ଼ିଲା ମଞ୍ଚ, ଅଳ୍ପକେ ବଞ୍ଚିଲେ ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ; JDU ଜିଲ୍ଲା…

ବିହାର: ବେଗୁସରାୟ ଜିଲ୍ଲାର ମଟିହାନୀ ଥାନା ଅଧୀନ ରଚିୟାହି ଗାଁରେ ଗୁରୁବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ସମୟରେ ଅତିଥି ବସିଥିବା ମଞ୍ଚ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଏଥିରେ ବିହାର ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ଅଳ୍ପକେ ବର୍ତ୍ତି ଯାଇଥିଲେ। କିନ୍ତୁ…

ନିୟନ୍ତ୍ରଣ ହରାଇ ଓଲଟିଲା ଲୁହା ପାଇପ ବୋଝେଇ ଟ୍ରକ, ଚାଲିଗଲା ୮ ଶ୍ରମିକଙ୍କ ଜୀବନ

ବିହାରର ପୂର୍ଣ୍ଣିୟା ଜିଲ୍ଲାରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ଲୁହା ପାଇପ ବୋଝେଇ ଟ୍ରକ ଓଲଟିବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଈଶ୍ୱର ଲାଲ, ବସୁ…