Browsing Tag

Bihar

ନିର୍ବାଚନ ଲଢ଼ି ପାରିବେ ନାହିଁ ମଦ୍ୟପ! ମଦ ନିଷେଧକୁ ନେଇ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ବିହାର ସରକାର

ବିହାରରେ ଏବେ ମଦ ପିଇବା ମନା। ଏପରି କି, ମଦ ବିକ୍ରି କଲେ ମଧ୍ୟ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ବର୍ତ୍ତମାନ ରାଜ୍ୟ ସରକାର ମଦ୍ୟପାନ କରୁଥିବା ଏବଂ ମଦ ବିକୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ବିଚାର କରୁଛନ୍ତି। ଏମିତି କି, ସେମାନଙ୍କୁ ବିଭିନ୍ନ ସରକାରୀ…

ପାକ୍‌ ମୌସୁମୀ ପ୍ରଭାବ: ବିହାର ସମେତ ୩ ରାଜ୍ୟରେ ୫୭ ଲୋକଙ୍କ ମୃତ୍ୟୁ; ଆସାମରେ ୭ ଲକ୍ଷ ଲୋକ ବନ୍ୟା କ୍ଷତିଗ୍ରସ୍ତ

ମୌସୁମୀ ପୂର୍ବରୁ କିଛି ରାଜ୍ୟରେ ଘଡ଼ଘଡ଼ି, ବିଜୁଳି ସହ ଝଡ଼ତୋଫାନ ବର୍ଷା ଧ୍ୱଂସର ତାଣ୍ଡବ ରଚିଛି। ବିହାର, ଆସାମ ଏବଂ କର୍ଣ୍ଣାଟକରେ ବଜ୍ରପାତ ଓ ବନ୍ୟା ସଂସ୍ପର୍ଶରେ ଆସି ପ୍ରାୟ ୫୭ ଲୋକଙ୍କ ମୃତ୍ୟୁ ଘଟିଛି। ଆସାମରେ ପରିସ୍ଥିତି ସବୁଠାରୁ ଅଧିକ ଜଟିଳ ରହିଛି। ଏଠାରେ ବ୍ରହ୍ମପୁତ୍ର ଏବଂ ଅନ୍ୟ…

ବିହାରରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ୩୩ ଲୋକ ମୃତ

ବିହାରରେ ପ୍ରଚଣ୍ଡ ଗରମ ପରେ ଆସିଥିବା କାଳବୈଶାଖୀ ଓ ବଜ୍ରପାତ ତାଣ୍ଡବ ରଚିଛି । କିଛି ଘଣ୍ଟା ବର୍ଷା ହେବା ଯୋଗୁଁ ୧୬ ଜିଲ୍ଲାରେ ୩୩ ଜଣଙ୍କର ମୃତ୍ୟୁ ହୋଇଛି । ବଜ୍ରପାତ ଯୋଗୁଁ ସମସ୍ତଙ୍କର ପ୍ରାଣହାନୀ ଘଟିଛି। ମୁଖ୍ୟମନ୍ତ୍ରୀ ନିତିଶ କୁମାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି…

ଇଏ କି ପାଠପଢ଼ା! କ୍ଲାସ୍‌ରେ ଗୋଟେ କଳାପଟାରେ ୨ ଶିକ୍ଷକ ପଢ଼ାଉଛନ୍ତି ପାଠ, ଜଣେ ହିନ୍ଦୀ ତ ଆଉ ଜଣେ ଉର୍ଦ୍ଦୁ

ପିଲାଙ୍କ ପ୍ରାଥମିକ ଶିକ୍ଷା ପାଇଁ ସରକାର ଯେତେ ଯୋଜନା କଲେ ବି ଅନେକ ଥର ବ୍ୟବସ୍ଥା ଏମିତି ହୋଇଥାଏ ଯେ ଯୋଜନା କେବଳ ଯୋଜନାରେ ହିଁ ରହିଯାଏ। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଗୋଟିଏ କ୍ଲାସ୍‌ରେ ଗୋଟିଏ କଳାପଟାରେ ହିଁ ଦୁଇଟି ଭିନ୍ନ ଭିନ୍ନ ବିଷୟରେ…

ବିହାରରେ ନଦୀରୁ ବାହାରୁଛି ମଦ, ମଦ ମାଫିଆଙ୍କ ଅଭିନବ ଉପାୟକୁ ଧରିଛି ଡ୍ରୋନ

 ପାଟନା :  ଖବରରେ ଥିବା ଏହି ଫଟୋଟିକୁ ଦେଖିଲେ ଆପଣ ଭାବିବେ ଯେ ନଦୀରେ ବୋଧହୁଏ ମାଛ ଧରିବା ପାଇଁ ଜାଲ ବନ୍ଧା ଯାଇଛି । ହେଲେ ନା, ଏହା ଜାଲ ନୁହେଁ ବିହାର ସ୍ଥିତ ଗଙ୍ଗା ନଦୀରେ ଜରି ଅଖାରେ ଲୁଚା ହୋଇ ରହିଥିବା ମଦ । ବିହାରରେ ମଦ ନିଷିଦ୍ଧ ହେବା ପରେ ଲୋକଙ୍କୁ ମଦ ଯୋଗାଇବା ପାଇଁ ମଦ…

ଗୋ ଚାଷୀଙ୍କୁ ମିଳିବ ବାର୍ଷିକ ୧୦,୮୦୦ ଟଙ୍କା! ଏବେ ବିହାରରେ ଲାଗୁ ହେବ ମଧ୍ୟ ପ୍ରଦେଶର ମଡେଲ…ଜାଣନ୍ତୁ ସରକାରଙ୍କ…

କେନ୍ଦ୍ର ସରକାର ଦେଶରେ ଜୈବ ତଥା ପ୍ରାକୃତିକ ଚାଷକୁ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗୋ ଚାଷୀମାନଙ୍କୁ ମଧ୍ୟ ସରକାରଙ୍କ ତରଫରୁ ପ୍ରାତ୍ସୋହିତ କରାଯାଉଛି। ରାସାୟନିକ ଚାଷରୁ ହେଉଥିବା କ୍ଷତିକୁ ହ୍ରାସ କରିବା ପାଇଁ ସରକାର ଏମିତି ପଦକ୍ଷେପ ଗ୍ରହଣ କରୁଛନ୍ତି। ବର୍ତ୍ତମାନ ମଧ୍ୟ…