Browsing Tag

bike

ଟ୍ରେନ ଟ୍ରାକରେ ବାଇକ୍‌ ଚଲାଇ ଷ୍ଟଣ୍ଟ କରୁଥିଲେ ଯୁବକ, ଘଟିଲା ଏମିତି କିଛି: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପାଇଁଆଜିକାଲିର ଯୁବପିଢି ବିଭିନ୍ନ ପ୍ରକାର ଷ୍ଟଣ୍ଟ କରି ଭିଡିଓ ଅପଲୋଡ କରୁଛନ୍ତି। ଏମିତି ଭିଡିଓ କରିବା ସମୟରେ ସେମାନେ ଅଜାଣତରେ ନିଜ ଜୀବନକୁ ବାଜି ଲଗାଇ ଦେଉଛନ୍ତି। ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ତିନି ଜଣ ଯୁବକ ରେଲେଓ୍ଵ ଟ୍ରାକରେ…

ତ୍ରିରଙ୍ଗା ବାଇକ୍‌ ର‍୍ୟାଲିରେ ଫୁଲ୍‌ ଜୋସ୍‌ରେ ନଜର ଆସିଲେ ବିଜେପି ମନ୍ତ୍ରୀ ଓ ସାଂସଦ, କିନ୍ତୁ ଯୋଗ ଦେଲେନି ଜଣେ ବି…

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଆଜି ନୂଆଦିଲ୍ଲୀ ତ୍ରିରଙ୍ଗାମୟ ହୋଇଛି। ଆୟୋଜିତ ହୋଇଛି ତ୍ରିରଙ୍ଗା ବାଇକ୍‌ ର‍୍ୟାଲି। ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁ ପତାକା ଦେଖାଇ ଏହି ର‍୍ୟାଲି ଆରମ୍ଭ କରିଥିଲେ। ‘ହର ଘର ତ୍ରିରଙ୍ଗା’ ବାଇକ୍‌ ର‍୍ୟାଲି ଲାଲକିଲ୍ଲାରୁ ବିଜୟ ଚୌକ ଯାଏଁ…

ଭାରତର ସବୁଠାରୁ ଶସ୍ତା Disc Brake ଥିବା ମୋଟରସାଇକେଲ୍‌, ଫିଚର୍ସ ଏମିତି ଦିଓ୍ଵାନା ହୋଇଯିବେ ଆପଣ

ଡିସ୍କ ବ୍ରେକ ଭାରତୀୟ ବାଇକ ଗୁଡିକରେ ବହୁତ ପୂର୍ବରୁ ରହିଛି। ଏହାକୁ ବାଇକରେ ଲଗାଇବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡ୍ରାଇଭିଙ୍ଗରେ ସୁରକ୍ଷାକୁ ବଢ଼ାଇବା। କିନ୍ତୁ କମ୍‌ ସିସି ଥିବା ମୋଟରସାଇକେଲରେ ଏହାର ବ୍ୟବହାର ହୁଏନି। କାହିଁକିନା ଏହାର ମ୍ୟାକ୍ସିମମ୍‌ ସ୍ପିଡକୁ ଡ୍ରମ୍‌ ବ୍ରେକରେ ମଧ୍ୟ…

ବାଇକ୍‌ରେ ୟୁରୋପ ବୁଲୁଛନ୍ତି ସାଉଥ୍‌ ସୁପରଷ୍ଟାର ଅଜିତ କୁମାର, ଭାଇରାଲ ହେଉଛି ଫଟୋ-ଭିଡିଓ

ସାଉଥ୍‌ ସୁପରଷ୍ଟାର ଅଜିତ କୁମାର କେବଳ ନିଜ ଉଦାରତା ଓ ଫିଲ୍ମ ପାଇଁ ଜଣାଶୁଣା ନୁହେଁ, ବରଂ ସେ ଜଣେ ବାଇକ୍‌ ପ୍ରେମୀ ମଧ୍ୟ। ବଲିଉଡ୍‌ ଫିଲ୍ମ ମାଧ୍ୟମରେ ବକ୍ସ ଅଫିସରେ ଧମାଲ ମଚାଇଥିବା ଅଭିନେତା ଅଜିତ କୁମାର ଏବେ ବାଇକ ନେଇ ୟୁରୋପ ଟୁର୍‌ରେ ବାହାରିଛନ୍ତି। ସେ ୟୁରୋପର ସହରରେ ବାଇକ୍‌…

୪ ଛୁଆ, ୨ ମହିଳା ଓ ଜଣେ ପୁରୁଷ! ଏହା ବାଇକ୍‌ ନା ଆଉ କ’ଣ; ଗୋଟିଏ ଗାଡ଼ିରେ ବସି ବୁଲିବାକୁ ଗଲେ ସମସ୍ତେ…ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖି ଲୋକେ ହସନ୍ତି, କାନ୍ଦନ୍ତି, ଏପରି କି, ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଆନ୍ତି। କିଛି ଭିଡିଓ ଏମିତି ବି ଥାଏ, ଯେଉଁଥିରେ ଲୋକମାନଙ୍କର ଅଜବ ପ୍ରକାର ଯୋଗାଡ଼ ଆମେ ଦେଖିବାକୁ ପାଇଥାଉ। ଆଜି ଆମେ ଆପଣଙ୍କୁ ଏହିଭଳି ଏକ ଭିଡିଓ…

ଆପଣ ନିଜ କାର୍ କିମ୍ବା ବାଇକ୍ ପାଇଁ ଶସ୍ତାରେ ଚାହୁଁଛନ୍ତି କି VIP ନମ୍ବର? ତେବେ ଏପରି କରନ୍ତୁ ଆବେଦନ

ଗାଡିର ଭିଆଇପି ନମ୍ବର ପାଇବା ପାଇଁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅଲଗା ପ୍ରକାରର କ୍ରେଜ । ତେବେ ଏହି ଭିଆଇପି ତଥା ଫ୍ୟାନ୍ସି ନମ୍ବର ପାଇବା ଲାଗି ଲୋକମାନେ ମନଇଚ୍ଛା ମୂଲ୍ୟ ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ରହୁଥିବା ଜଣାପଡିଛି । କିଛି ଦିନ ତଳେ ଏହିଭଳି ଏକ ଘଟଣା ହରିୟାଣା…