ପ୍ରେମିକ ବାଇକ୍ରେ ନିଆଁ ଲଗାଇଦେଲା ପ୍ରେମିକା, ହୁତୁହୁତୁ ହୋଇ ଜଳିଗଲା ବାଇକ୍
ବେଗୁନିଆ(କେନ୍ୟୁଜ): ପ୍ରେମିକ ବାଇକ୍ରେ ନିଆଁ ଲଗାଇଦେଲା ପ୍ରେମିକା । ହୁତୁହୁତୁ ହୋଇ ଜଳିଗଲା ବାଇକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବେଗୁନିଆ ଗଁପୁର ଗାଁର ବଜାର ମଝିରେ । କଣ୍ଟାମଳିମ ଗ୍ରାମର ଦୁଇ ଯୁବକ ଯୁବତୀ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିବା ବେଳେ ଗତ କିଛି ବର୍ଷ ହେବ…