Browsing Tag

bike rider killed

୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ୧୬ ନମ୍ୱର ଜାତୀୟ ରାଜପଥ ତୋଟାପଡା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଚାପାରେ ବାଇକ୍‌ ଆରୋହୀଙ୍କ ମୃତ । ମୃତ ଯୁବକ ଜଣଙ୍କ ହେଉଛନ୍ତି ବ୍ୟବସାୟୀ । ଖୋର୍ଦ୍ଧା ମଳିପଡା ନିକଟ ଲହଙ୍ଗା ଗ୍ରାମର ନବ ନାୟକ । ନବ ଆଜି ବ୍ୟବସାୟ କରି ଖୋର୍ଦ୍ଧାରୁ ନିଜ…