Browsing Tag

bird

ଅଣ୍ଡାଗୁଡ଼ିକୁ ବଞ୍ଚାଇବା ପାଇଁ ମା’ ଚଢ଼େଇର ସଂଘର୍ଷ…! ଶେଷରେ ମମତା ଆଗରେ ମୁଣ୍ଡ ନୁଆଁଇଲା ଜେସିବି; ହଟିଗଲା ପଛକୁ

ଏବେ ସୋସିଆଲ ମିଡିଆରେ ଏକ ମା’ ଚଢ଼େଇର ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯିଏ ନିଜ ଅଣ୍ଡାଗୁଡ଼ିକୁ ବଞ୍ଚାଇବା ପାଇଁ ବଡ଼ ବିପଦକୁ ସାମ୍ନା କରୁଥିବା ଦେଖାଯାଉଛି। ଜଣେ ମା’ ନିଜ ପିଲାମାନଙ୍କୁ ବିପଦରେ ଦେଖି ସେମାନଙ୍କୁ ବଞ୍ଚାଇବା ପାଇଁ କୌଣସି ବି ସ୍ତର ପର୍ଯ୍ୟନ୍ତ ଯାଇପାରେ। ଏମିତି କରିବା ସମୟରେ…

ହୃଦୟ ଜିତିଲା ଏହି ଭିଡିଓ: ଦେଖନ୍ତୁ କିପରି ଶୋଷିଲା କୁନି ଚଢେଇକୁ ବୋତଲରେ ପାଣି ପିଆଉଛନ୍ତି ଯୁବକ

ହୋଲି ସରିବା ପରେ ଦେଶର ଅନେକ ଅଞ୍ଚଳ ତାପମାତ୍ରା ଧିରେଧିରେ ବଢୁଛି। ଖରା ଦିନ ଆସିବା ମାତ୍ରେ ମଣିଷମାନେ ସେଥିରୁ ରକ୍ଷା ପାଇବା ପାଇଁ ନିଜ ନିଜ ବ୍ୟବସ୍ଥା କରନ୍ତି। ଲୋକମାନେ ମୃଦ୍ୟୁ ପାନୀୟ, ଛତା, ଫ୍ରିଜ୍, ପଙ୍ଖା , ଏସି ଆଦି ବ୍ୟବହାର କରିଥାନ୍ତି । କିନ୍ତୁ ଏହି ସମୟରେ ପଶୁ ଏବଂ…

ସାତବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ସଫଳତା…

ଫେବୃଆରୀ ୨୦ରେ ଅନୁଷ୍ଠିତ ହୋଇଯାଇଛି ବାର୍ଷିକ ମୁମ୍ବାଇ ବାର୍ଡ ରେସ । ଏଥିରେ ମୁମ୍ବାଇ ମହାନଗର ନିଗମ ଓ ଏହାର ଆଖପାଖ ଅଞ୍ଚଳରେ ସାତବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ସଫଳତା ମିଳିଛି । ଏହି ବର୍ଡ ରେସରେ ସର୍ବାଧିକ ପ୍ରଜାତିର ପକ୍ଷୀ ଦେଖାଯାଇଛି । ପ୍ରାୟ ୩୫୦ପକ୍ଷୀଙ୍କ ଭିତରେ ୨୫୦ ବିଭିନ୍ନ…