Browsing Tag

birthday celebration

ଏଭଳି ଢଙ୍ଗରେ କେହି ପାଳନ କରନ୍ତୁନି ଜନ୍ମଦିନ…! ସାମାନ୍ୟ ଦାୟିତ୍ୱହୀନତାରୁ କେମିତି ଘଟିଲା ଦୁର୍ଘଟଣା; ଦେଖି ନିଅନ୍ତୁ…

ଖୁସିରେ ଲୋକମାନେ ବହୁତ ଉତ୍ସାହିତ ହୋଇ ଯାଆନ୍ତି। ସେହି ସମୟରେ ସେମାନେ କ’ଣ କରିବେ ଜାଣି ପାରି ନ ଥାଆନ୍ତି। ଏହିଭଳି ସାମାନ୍ୟ ଦାୟିତ୍ୱହୀନତାରୁ ମହାରାଷ୍ଟ୍ରର ଅମ୍ବରନାଥରେ ଏକ ଦୁର୍ଘଟଣା ଘଟି ଯାଇଛି। ଜଣେ ଯୁବକଙ୍କ ଜନ୍ମଦିନ ପାଳନ ତାଙ୍କ ପାଇଁ ମରଣାନ୍ତକ ପାଲଟି ଯାଇଛି। ଜନ୍ମଦିନ…