Browsing Tag

bjb college

ବିଜେବି କଲେଜ୍‌ ଛାତ୍ରୀ ଆତ୍ମହତ୍ୟା ମାମଲା: ରାଗିଂକୁ ନେଇ କୌଣସି ସୁରାକ୍‌ ମିଳିପାରିନାହିଁ: ଡିସିପି

ଭୁବନେଶ୍ୱର (କେନ୍ୟୁଜ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ପୋଲିସର ତଦନ୍ତ ଜାରି ରହିଛି । ଏଯାଏ ରାଗିଂ ନେଇ କୌଣସି ପ୍ରମାଣ ପାଇନି ପୋଲିସ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ରୁଚିକାଙ୍କ ସହପାଠୀଙ୍କୁ ବି…