Browsing Tag

bjd

ବଜେଟ ଅଧିବେଶନ ପାଇଁ ବସିଲା ବିଜେଡିର ବିଧାୟକ ଦଳ ବୈଠକ, ରଣନୀତି ଏବଂ ବିରୋଧୀଙ୍କୁ ମୁକାବିଲା ନେଇ ଆଲୋଚନା

ଭୁବନେଶ୍ୱର(କେନ୍ୟୁଜ୍): ବଜେଟ ଅଧିବେଶନ ପାଇଁ ବସିଲା ବିଜେଡିର ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ । ବିଧାନସଭା ରଣନୀତି ଏବଂ ବିରୋଧୀଙ୍କୁ ମୁକାବିଲା ନେଇ ବୈଠକରେ ଆଲୋଚନା ହୋଇଛି । ଅନ୍ୟପଟେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବଜେଟ ଅଧିବେଶନକୁ…

ମମତାଙ୍କ ବୈଠକରେ ଯୋଗ ଦେଲାନି ବିଜେଡି, କାଏମ୍‌ ରଖିଛି ସମଦୂରତା ନୀତି

ଭୁବନେଶ୍ୱର: ବିଜେଡିର NO FRONT POLICY। ସାମ୍ମୁଖ୍ୟ ସପକ୍ଷରେ ନୁହେଁ ଦଳ। ମମତାଙ୍କ ମେଳିରୁ ବିଜେଡି ଦୂରେଇ ରହିବା ପରେ ରାଜନୈତିକ ମହଲରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ ନବୀନଙ୍କର ସାମ୍ମୁଖ୍ୟ ନେଇ ଅନୁଭୂତି ରହିଛି। ୨୦୦୯ରେ ସାମ୍ମୁଖ୍ୟ ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ…

ମମତାଙ୍କ ମହାମେଳି: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡାକିଲେ ଅଣବିଜେପି ବୈଠକ, ଯୋଗ ଦେଲାନି ବିଜେଡି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଅଣବିିଜେପି ବିରୋଧୀ ଦଳଙ୍କ ବୈଠକ। ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ କ୍ଲବ ଠାରେ ବୈଠକ ଆରମ୍ଭ ହୋଇଛି। ରାଷ୍ଟ୍ରପତି ନିର୍ବାଚନରେ ରଣନୀତି ପ୍ରସ୍ତୁତ ନେଇ ବୈଠକରେ ଆଲୋଚନା ହେବା…

ସାଂସଦ ଅପରାଜିତଙ୍କ ପୁରୀ ଗସ୍ତ, ପ୍ରତିକ୍ରିୟା ରଖିଲେ ବିଜେଡି ସାଂସଦ ମୁନ୍ନା ଖାଁ କହିଲେ : “ଦର୍ଶନ କରିବା…

ପୁରୀ (କେନ୍ୟୁଜ): ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ପ୍ରତିିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ସେ କହିଛନ୍ତି, ନିୟମ ମାନିବା ସମସ୍ତଙ୍କ କର୍ତ୍ତବ୍ୟ । ଯଦି ପ୍ରଶାସନ ଅନୁମତି ଦେଇନି କିଛି କାରଣ ଥାଇପାରେ । ଆଇନଶୃଙ୍ଖଳା ସ୍ଥିତି ବି ଥାଇ ପାରେ । ରାଲି…

୨୦୨୪ ପାଇଁ ରୋଡମ୍ୟାପ ପ୍ରସ୍ତୁତ: ଶେଷ ହେଲା ବିଜେଡି ପର୍ଯ୍ୟବେକ୍ଷକ ବୈଠକ

ଭୁବନେଶ୍ବର(କେନ୍ୟୁଜ୍): ଶେଷ ହେଲା ବିଜେଡି ପର୍ଯ୍ୟବେକ୍ଷକ ବୈଠକ । ଦଳୟ ପର୍ଯ୍ୟବେକ୍ଷକଙ୍କ ସହ ଜଣ ଜଣ କରି ମୁହାଁମୁହିଁ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଦଳୀୟ ସଙ୍ଗଠନ, ନିର୍ବାଚନର ଫଳାଫଳ ସମ୍ପର୍କରେ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ନିର୍ବାଚନ ସମୟରେ କ’ଣ…

ବିଜେଡିର ମିଶନ ୨୦୨୪: ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ନେଇ ପର୍ଯ୍ୟବେକ୍ଷକମାନଙ୍କୁ ରିପୋର୍ଟ ମାଗିଲେ ନବୀନ

ଭୁବନେଶ୍ବର(କେନ୍ୟୁଜ୍): ବିଜେଡିର ମିଶନ ୨୦୨୪ । ନବୀନ ନିବାସରେ ଚାଲିଛି ପର୍ଯ୍ୟବେକ୍ଷକଙ୍କ ବୈଠକ। ପର୍ଯ୍ୟବେକ୍ଷକଙ୍କ ସହ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡ଼ା, ବାଲେଶ୍ୱର, ନୟାଗଡ଼, ଅନୁଗୁଳ ,ନବରଙ୍ଗପୁର,…

ଆଜିଠୁ ବିଜେଡି ପର୍ଯ୍ୟବେକ୍ଷକଙ୍କ ବୈଠକ, ନବୀନ ନିବାସରେ ସମସ୍ତଙ୍କ ସହ କଥା ହେବେ ସୁପ୍ରିମୋ

ଭୁବନେଶ୍ବର(କେନ୍ୟୁଜ୍): ଆଜିଠୁ ବିଜେଡି ପର୍ଯ୍ୟବେକ୍ଷକଙ୍କ ବୈଠକ । ଦଳର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ବୈଠକ ଡାକିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କ ସହ କଥା ହେବେ ନବୀନ । ପ୍ରତି ପର୍ଯ୍ୟବେକ୍ଷକଙ୍କ ସହ ମୁହାଁମୁହିଁ କଥା ହେବେ । ୩ ଦିନ ଧରି…

ପଞ୍ଚାୟତ ଓ ପୌର ନିର୍ବାଚନ ପରେ ବିଜେଡିର ମିଶନ ୨୦୨୪: ମୋର୍ଚ୍ଚା ସଜାଡିବା ସହ ଗଡ଼କୁ ମଜବୁତ କରିବାକୁ କର୍ମୀଙ୍କୁ…

କେନ୍ୟୁଜ୍(ବ୍ୟୁରୋ): ପଞ୍ଚାୟତ ଓ ପୌର ନିର୍ବାଚନ ପରେ ମିଶନ ୨୦୨୪। ଆଗାମୀ ସାଧାରଣ ନିର୍ବାଚନରେ ସଫଳତା ଦୋହରାଇବା ଲକ୍ଷ୍ୟରେ ବିଜେଡିର ପ୍ରସ୍ତୁତି। ମୋର୍ଚ୍ଚା ସଜାଡିବା ସହ ଗଡ଼କୁ ମଜଭୁତ କରିବାକୁ କର୍ମୀଙ୍କୁ ଆହ୍ଵାନ ଦେଲେଣି ବିଜେଡି ନେତା। ବିଜୁ ଯୁବ ଜନତାଦଳ କାର୍ଯ୍ୟାଳୟରେ ଆୟୋଜିତ…

ବିଜେଡ଼ିକୁ ବିପୁଳ ଜନସମର୍ଥନ ମିଳିଛି , ଆସନ୍ତୁ ସମସ୍ତେ ସାମିଲ ହୋଇ ଲୋକଙ୍କ ଉନ୍ନତି ପାଇଁ ଆଗକୁ ବଢିବା: ନବୀନ

ଭୁବନେଶ୍ୱର (କେନ୍ୟୁଜ): ପୌର ନିର୍ବାଚନରେ ବିଜେଡ଼ିକୁ ବିପୁଳ ଜନସମର୍ଥନ ମିଳିଛି । ରାଜ୍ୟର ୯୦ ପ୍ରତିଶତରୁ ଅଧିକ ପୌରାଞ୍ଚଳରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଛି । ୧୦୮ଟି ପୌରାଞ୍ଚଳରୁ ୭୬ଟି ପୌରାଞ୍ଚଳରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିପୁଳ ପରିମାଣରେ ବିଜୟ ନେଇ…

ବ୍ରହ୍ମପୁରରେ ମେୟର ପଦ ହାତେଇଲେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ

(କେନ୍ୟୁଜ): ବ୍ରହ୍ମପୁରର ମେୟର ପଦ ହାତେଇଲେ ସଂଘମିତ୍ରା ଦଳେଇ। ୨୦, ୨୩୬ ଭୋଟ ବ୍ୟବଧାନରେ ଜିତିଲେ ମେୟର ପ୍ରାର୍ଥୀ ସଂଘମିତ୍ରା। ବିଜେପିର ସବିତା ସୁଆରଙ୍କୁ ହରାଇଛନ୍ତି । ବିଜୟ ପରେ ବ୍ରହ୍ମପୁର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ସମସ୍ତ ସଫଳତାର ଶ୍ରେୟ…

ଓଡ଼ିଶା ଇତିହାସରେ ପ୍ରଥମ ; ୭୦ ପ୍ରତିଶତ ମହିଳା ପୋଛି ନେଲେ ଜିଲ୍ଲା ପରିଷଦ ସିଟ୍

(କେନ୍ୟୁଜ): ଜିଲ୍ଲା ପରିଷଦରେ ମହିଳାଙ୍କ ଗୁରୁତ୍ୱ ଦେଖିବାକୁ ମିଳିଛି। ୭୦ ପ୍ରତିଶତ ମହିଳା ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି। ୩୦ ଜିଲ୍ଲାରୁ ୨୧ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି ମହିଳା। ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ମହିଳାଙ୍କ ଲାଗି ସଂରକ୍ଷିତ। କିନ୍ତୁ ୭୦…

ଚିଲିକା ବିଧାୟକ ବିଜେଡିରେ ନାହାନ୍ତି, ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ: ସସ୍ମିତ…

ଭୁବନେଶ୍ୱର (କେନ୍ୟୁଜ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡିରେ ନାହାନ୍ତି । ବାଣପୁରରେ ବିଜେପି ଶୋଭାଯାତ୍ରା ବେଳେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ । ଆଜି ପ୍ରେସମିଟରେ ଏକଥା ସ୍ପଷ୍ଟ କରିଛନ୍ତି ବିଜେଡି…