Browsing Tag

bjd win

ବ୍ରଜରାଜନଗରରେ ବିପୁଳ ବ୍ଯବଧାନରେ ବିଜେଡିର ବିଜୟ: ୬୫,୭୯୧ ଖଣ୍ଡ ଭୋଟରେ ବାଜି ମାରିଲେ ଅଳକା ମହାନ୍ତି

ଝରସୁଗୁଡ଼ା (କେନ୍ୟୁଜ୍‌): ଆସିଲା ବ୍ରଜରାଜନଗର ଉପନିର୍ବାଚନର ଫଳାଫଳ। ବଡ ବ୍ଯବଧାନରେ ବାଜି ମାରିଲା ବିଜେଡି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ପିନ୍ଧିଲେ ବିଜୟୀ ମୁକୁଟ। ୬୫,୭୯୧ ଖଣ୍ଡ ଭୋଟରେ ଜିତିଲା ବିଜେଡି। ଦ୍ବିତୀୟ ସ୍ଥାନରେ କଂଗ୍ରେସ୍ ରହିଥିବାବେଳେ, ତୃତୀୟ ସ୍ଥାନରେ ରହିଛି…

ଧାମନଗର ଏନ୍ଏସିରେ ବାଜିଲା ଶଙ୍ଖ; ନିବେଦିତା ଜେନା ଅଧ୍ୟକ୍ଷ

ଭଦ୍ରକ (କେନ୍ୟୁଜ): ନବ ଗଠିତ ଧାମନଗର NAC ନିର୍ବାଚନ ରେ ବିଜେଡି ବହୁ ମତ ପାଇବା ସହିତ ନୂଆ NAC କୁ ପ୍ରଥମେ ଦଖଲ କରିଛି । ୧୧ଗୋଟି ୱାର୍ଡ କୁ ନେଇ ଗଠିତ ଏହି ନୂଆ NAC ରେ ୯ ଗୋଟି ୱାର୍ଡ ରେ ବିଜେଡି କାଉ ନସିଲର ପାର୍ଥୀ ଓ ପ୍ରାର୍ଥୀନୀ ମାନେ ବିଜୟୀ ହୋଇ ଥିଲା ବେଳେ ବିଜେପି ପ୍ରାର୍ଥୀ ୨…

ଓଡ଼ିଶାରେ ନୂଆ ଇତିହାସ ; ୩୦ରୁ ୩୦ ଜିଲ୍ଲାରେ ବିଜେଡି ବିଜୟୀ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ରାଜନୀତିରେ ନୂଆ ଇତିହାସ ସୃଷ୍ଟି କଲା ବିଜେଡି। ୩୦ରୁ ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କଲା ଦଳ। ୭୦ ପ୍ରତିଶତ ଜିଲ୍ଲାରେ ମହିଳା ଅଧ୍ୟକ୍ଷା ହୋଇଛନ୍ତି। ରାଜ୍ୟର ସବୁ ଜିଲ୍ଲାରେ ଗୋଟିଏ ଦଳ ଜିଲ୍ଲା ପରିଷଦ ଗଠନ କରିବା ପ୍ରଥମ। କେବଳ ସେତିକି ନୁହଁ ଯୁବ,…

ଯାଜପୁରରେ ବିଜେଡିର ଐତିହାସିକ ବିଜୟ, ୩୯ରୁ ୩୯ ହାତେଇଲା

ଯାଜପୁର(କେନ୍ଯୁଜ୍): ଯାଜପୁରରେ ବିଜେଡିର ଐତିହାସିକ ବିଜୟ। ୩୯ରୁ ୩୯ ହାତେଇଲା ବିଜେଡି। ୩୯ଟି ଜିଲ୍ଲା ପରିଷଦ ଜୋନ୍‌ରେ ବାଜିମାତ୍‌ କରିଛି ଦଳ। ଖାତା ଖୋଲିପାରିଲେନି ବିଜେପି ଓ କଂଗ୍ରେସ । ୨୦୧୭ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲ୍ଲାରେ ୬ଟି ଜିଲ୍ଲା ପରିଷଦ ସଭ୍ୟ ପଦ ହାତେଇଥିଲା…

ବିଜେଡିକୁ ସମର୍ଥନ ପାଇଁ ସମସ୍ତ ଦଳୀୟ ପ୍ରାର୍ଥୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ): ନବୀନ ଦେଲେ ଆନ୍ତରିକ ଧନ୍ୟବାଦ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌ । ବିଜୟୀ ସମସ୍ତ ଦଳୀୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଅତୁଟ ବିଶ୍ୱାସ ରଖି ବିଜେଡିକୁ ବିପୁଳ ସମର୍ଥନ ଦେଇଥିବାରୁ ସମସ୍ତଙ୍କୁ…

୨୦୧୭ ତୁଳନାରେ ବିଜେଡିର ରେକର୍ଡ ବିଜୟ: ପଞ୍ଚାୟତ ନିର୍ବାଚନରେ ଚିତ୍‌ ମାରିଲେ ବିରୋଧୀ

କେନ୍ୟୁଜ୍(ବ୍ୟୁରୋ): ଚାରିଆଡ଼େ ଶଙ୍ଖ ଧ୍ୱନୀ । ପଞ୍ଚାୟତ ନିର୍ବାଚନରେ ଚିତ୍‌ ମାରିଲେ ବିରୋଧୀ । ୨୦୧୭ ତୁଳନାରେ ବିଜେଡିର ରେକର୍ଡ ବିଜୟ । ବର୍ତ୍ତମାନ ସୁଦ୍ଧା ଗଣତିରେ ୫୪୯ ଆସନରେ ଦଳୀୟ ପ୍ରାର୍ଥୀ ବିଜୟୀ ଓ ଆଗୁଆ ରହିଛନ୍ତି । ବିଜେପି ଓ କଂଗ୍ରେସ ୩୨ଟି ଲେଖାଏ ଜିଲ୍ଲା ପରିଷଦ ଜୋନରେ ଲିଡ୍‌…

ନବୀନ ଝଡ଼ରେ ଧରାଶାୟୀ ବିରୋଧୀ: ପ୍ରଥମ ଦିନରେ ବିଜେଡି ପ୍ରାୟ ୮୭ ପ୍ରତିଶତ ଆସନରେ ଆଗରେ ରହିଛି

କେନ୍ୟୁଜ୍(ବ୍ୟୁରୋ):ପଞ୍ଚାୟତ ମୈଦାନରେ ନବୀନ ଝଡ଼। କୌଣସି ଦଳ କୌଣସି ଜିଲ୍ଲାରେ ବିଜେଡିକୁ ଅଟକାଇ ପାରୁନାହାନ୍ତି। ପ୍ରଥମ ଦିନର ଗଣତିରୁ ସ୍ପଷ୍ଟ ସୂଚନା ଲ୍ୟାଣ୍ଡସ୍ଲାଇଡ୍‌ ଭିକ୍ଟ୍ରି ଅଭିମୁଖେ ବିଜେଡି। ଆଜି ୩୧୫ ଆସନ ପାଇଁ ଗଣତି ହେଉଛି। ବିଜେଡି ୨୭୦ରୁ ଅଧିକ ଆସନରେ ବିଜୟୀ କିମ୍ବା ଆଗରେ…