Browsing Tag

bjd women cell

ମହିଳା ଭୋଟରଙ୍କୁ ନେଇ ବିଜେଡିର ବଡ଼ ପ୍ଲାନ, ସମର୍ଥନ କିପରି ସୁଦୃଢ ହେବ ସେଥିପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ

କେନ୍ୟୁଜ୍(ବ୍ୟୁରୋ):  ନିର୍ବାଚନ ପରେ ନିର୍ବାଚନ ଜିତି ଆସୁଛି ବିଜେଡି। ଏହା ପଛରେ ରହିଛି ମହିଳାଙ୍କ ଅକୁଣ୍ଠ ସମର୍ଥନ। ପ୍ରତି ନିର୍ବାଚନରେ ଏହି ସମର୍ଥନ ବଢି ବଢି ଚାଲିଛି। ପ୍ରାୟ ୫୦ ପ୍ରତିଶତ ମହିଳାଙ୍କ ସମର୍ଥନ ବିରୋଧୀଙ୍କ ପାଇଁ ଅଭେଦ୍ୟ ଦୁର୍ଗ ପାଲଟିଛି। ଖାସ୍‌ ସେଇଥିପାଇଁ ୨୦୨୪ରେ…