Browsing Tag

bjp

ମମତା ବାନାର୍ଜୀଙ୍କ ୩୮ ବିଧାୟକ ବିଜେପି ସହ ରଖିଛନ୍ତି ସମ୍ପର୍କ! ଏହା କହି ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ ସୃଷ୍ଟି କଲେ…

ନିକଟରେ ମିଥୁନ୍‌ ଚକ୍ରବର୍ତ୍ତୀଙ୍କ ତାଜା ବୟାନ ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ମିଥୁନ୍‌ ଦାବି କରିଛନ୍ତି କି, ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ଦଳର ୩୮ ବିଧାୟକ ଭାରତୀୟ ଜନତା ପାର୍ଟି (ବିଜେପି) ସମ୍ପର୍କରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ବିଧାୟକ ସିଧାସଳଖ…

କର୍ଣ୍ଣାଟକରେ ବିଜେପି ନେତାଙ୍କୁ କୁରାଢ଼ୀରେ ହାଣି ହତ୍ୟା; ଦୋକାନ ବନ୍ଦ କରି ଫେରୁଥିବା ବେଳେ କରିଥିଲେ ଅତର୍କିତ ଆକ୍ରମଣ

କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ବିଜେପି ନେତା ପ୍ରବୀଣ ନେଟାରୁଙ୍କୁ ମଙ୍ଗଳବାର କୁରାଢ଼ୀରେ ହାଣି ହତ୍ୟା କରାଯାଇଛି। ପ୍ରବୀଣ ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଚିବ ଥିଲେ। ହତ୍ୟା ପରେ ବିଜେପି କର୍ମୀମାନେ ଏକଜୁଟ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।…

ମୁସ୍‌ଲିମ୍‌ ବିଜେପି ମହିଳା ନେତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ସାମ୍ନାକୁ ଆସିଲା ଭିଡିଓ

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ବିଜେପି ଅଳ୍ପସଂଖ୍ୟକ ମହିଳା ପ୍ରଦେଶ ଅଧ୍ୟକ୍ଷା ସୁଲତାନା ଖାନ୍‌ଙ୍କ ଉପରେ ରବିବାର ବିଳମ୍ବିତ ରାତିରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୧୧ଟା ବେଳେ ସୁଲତାନା ଖାନ୍‌ ସ୍ୱାମୀଙ୍କ ସହ ଡାକ୍ତରଙ୍କୁ…

ବିଜେପି ନା’ କଂଗ୍ରେସ ? ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ବିଜେଡି

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଏବେ ପ୍ରାର୍ଥୀଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଜାତୀୟ ସ୍ତରରେ ଭିନ୍ନ ଭିନ୍ନ ନେତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନ୍‌ଡିଏ ଓ ୟୁପିଏର ପ୍ରାର୍ଥୀ ଘୋଷଣା ଉପରେ ଏବେ ନଜର ରହିଛି। କାହାକୁ କିଏ ପ୍ରାର୍ଥୀ କରିବେ ତାହାକୁ ନେଇ ଚାଲିଛି…

BMWରେ ଆସି ନିୟମ ଭାଙ୍ଗିଲେ, କହିଲେ- ବାପା ମୋର MLA, ମୋତେ ଛାଡ଼’… ଝିଅର ଦୁର୍ବ୍ୟବହାର ଉପରେ କ୍ଷମା ମାଗିଲେ…

ନୂଆଦିଲ୍ଲୀ : ଅଭିଭାବକମାନେ ନିଜ ପିଲାମାନଙ୍କର କାର୍ଯ୍ୟକଳାପ ଦ୍ୱାରା ଲଜ୍ଜିତ ହୁଅନ୍ତି। ଯଦି ଅଭିଭାବକ ନେତା କିମ୍ବା ମନ୍ତ୍ରୀ ହୋଇଥାନ୍ତି ତେବେ ତ ପିଲାଙ୍କ ଭାଉ ଆହୁରି କେତେ କଣ ବଢିଯାଏ। ସେମାନେ ଇନ୍ଦ୍ର ଚନ୍ଦ୍ର ମାନନ୍ତି ନାହିଁ। ଏମିତି ସମାନ ଘଟଣା କର୍ଣ୍ଣାଟକର ବିଜେପି ବିଧାୟକଙ୍କ…

ବିହାରରେ ରାଜନୈତିକ ଭୂକମ୍ପର ସଙ୍କେତ, ନିର୍ବାଚନ ପୂର୍ବରୁ ବିଜେପି ହାତ ଛାଡିପାରନ୍ତି ନୀତୀଶ କୁମାର !

ନୂଆଦିଲ୍ଲୀ : ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ କୁମାରଙ୍କୁ ନେଇ ବିହାର ରାଜନୀତି ସରଗରମ । ବିଜେପି ହାତ ଛାଡ଼ି ପୁଣି ଆରଜେଡି ସହ ମେଣ୍ଟ କରିବେ ବୋଲି ଜୋରଦାର ଚର୍ଚ୍ଚା ଚାଲିଛି । ଆସନ୍ତା ମାସ ରାଜ୍ୟସଭା ନିର୍ବାଚନ ଏବଂ ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବା…

 ପରିକ୍ରମା ପ୍ରକଳ୍ପ ନେଇ ବିଜେପି ଦୁଇଫାଳ, ବିଧାୟକ ଗୋଟେ କଥା କହୁଛନ୍ତି ସାଂସଦ ଆଉଗୋଟେ କଥା କହୁଛନ୍ତି: ମୁନ୍ନା…

ଭୁବନେଶ୍ବର(କେନ୍ୟୁଜ୍): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁହଁ ଖୋଲିଲେ ମୁନ୍ନା ଖାନ୍‌ । ମାମଲା କୋର୍ଟରେ ବିଚାରଧୀନ ରହିଛି, ତେଣୁ ଏ ବିଷୟରେ କିଛି କହିବାକୁ ଚାହୁଁନାହୁଁ ବୋଲି କହିଛନ୍ତି ବିଜେଡି ସାଂସଦ । ଯଦି ଅନ୍ୟ କୌଣସି ଦଳର ଲୋକେ କିଛି କହୁଛନ୍ତି ତେବେ ସେ ଆଇନକୁ ସମ୍ମାନ ଦେବା…

ଝାଡ଼ପଡ଼ା ଗଣେଷ ବଜାରର ଦୋକାନ ଉଚ୍ଛେଦ ଘଟଣା:ରାଜ୍ୟ ମାନବାଧିକାର କମିଶନ ହସ୍ତକ୍ଷେପ ଲୋଡିଲା ବିଜେପି

ଭୁବନେଶ୍ୱର (କେନ୍ୟୁଜ୍): ଆଜି ରାଜଧାନୀର ଛାତି ଉପରେ ପୋଲିସ ଓ ପ୍ରଶାସନର ରାତି ଅଧିଆ ଦାଦାଗିରି ସମସ୍ତ ସୀମାକୁ ଉଲ୍ଲଂଘନ କରିଛି । ପୋଲିସର ଏହି କାର୍ଯ୍ୟକଳାପ ସଂପୂର୍ଣ୍ଣ ଭାବେ ଅଗଣତାନ୍ତ୍ରୀକ, ଅନୈତକି ଏବଂ ଅମାନବୀୟ । କୈାଣସି ସୁଚନା ନଦେଇ ବିଏମସି, ବିଡିଏ ଏବଂ ସାଧାରଣ ପ୍ରଶାସନ ଆଜି…

ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ପରେ ରାଜ୍ୟ ବିଜେପିର ମାନସମନ୍ଥନ, ଦିଲ୍ଲୀରେ ବିଜେପିର ୨୦ ବିଧାୟକ

କେନ୍ୟୁଜ୍(ବ୍ୟୁରୋ): ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ପରେ ରାଜ୍ୟ ବିଜେପିର ମାନସମନ୍ଥନ । ଦିଲ୍ଲୀରେ ବିଜେପିର ୨୦ ବିଧାୟକ । ବିଧାନସଭା ଅଧିବେଶନ ଶେଷ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀରେ ପହଞ୍ଚିଛନ୍ତି ୨୦ ବିଧାୟକ । ପଞ୍ଚାୟତ ଓ ପୌର ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ବିଷୟରେ…

ଓଡିଶାରେ ମଜବୁତ ହେବ କି ବିଜେପି? ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଲେ ରାଜ୍ୟ ବିଜେପିର ବରିଷ୍ଠ ପ୍ରତିନିଧି…

କେନ୍ୟୁଜ୍(ବ୍ୟୁରୋ): ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ଘୋଷଣା ପରେ ଆଜି ରାଜ୍ୟ ବିଜେପିର ବରିଷ୍ଠ ପ୍ରତିନିଧି ଦଳ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ…