ନୁପୂର ଶର୍ମା ବିବାଦ: ଗଲ୍ଫ ଦେଶଗୁଡ଼ିକର ଅସନ୍ତୋଷକୁ ଅଣଦେଖା କରି ପାରିବ ନାହିଁ ଭାରତ! ଜାଣନ୍ତୁ, ଭାରତ ପାଇଁ କେତେ…
ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ନୁପୂର ଶର୍ମାଙ୍କ ଉପରେ ଭାରୀ ପଡ଼ିଛି ତାଙ୍କ ବିବାଦୀୟ ବୟାନ। ପ୍ରୋଫେଟ୍ ମହମ୍ମଦଙ୍କ ଉପରେ ନୁପୂର ଯେଉଁ ବିବାଦୀୟ ବୟାନ ଦେଇଥିଲେ, ତାହା ଗଲ୍ଫ ଦେଶଗୁଡ଼ିକ ପାଇଁ ଅସନ୍ତୋଷର କାରଣ ପାଲଟିଛି। ଯାହାକୁ ନେଇ ଆକ୍ରୋଶ ଏତେ ମାତ୍ରାରେ ବଢ଼ିଛି ଯେ ଶେଷରେ ବିଜେପି…