ପ୍ରେମିକ ସହ କଥା ହେବା ବେଳେ ଯୁବତୀଙ୍କ ଜୋର ଜବରଦସ୍ତ ଉଠାଇନେଇ କଲେ ନଗ୍ନ ଭିଡିଓ, ବ୍ଲାକ ମେଲିଂ କରିଥିବା ବେଳେ ମାଡି…
ଜୟପୁର(କେନ୍ୟୁଜ୍): ଏକାନ୍ତରେ ମନୋରଞ୍ଜନ କେତେବେଳେ ବି ଆପଣଙ୍କ ପାଇଁ ବିପଦ ଡାକିପାରେ । ଏକଥା ଆମେ ଏଥିପାଇଁ କହୁଛୁ ଯେ ନିଛାଟିଆରେ ବାର୍ତ୍ତାଳାପ ବେଳେ ଫସିଛନ୍ତି ଜଣେ ଯୁବକ ଯୁବତୀ । ଏ ଘଟଣା ଜୟପୁର ସହରରେ ଘଟିଛି। ନିରୋଳାରେ ମନୋରଞ୍ଜନ ପାଇଁ ଯାଇଥିବା ଦୁଇଜଣ ଯୁବକ ଯୁବତୀଙ୍କୁ କିଛି…