ଚା’ ସହ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ ଜିନିଷ, ପେଟରେ ହୋଇପାରେ ବିଷକ୍ରିୟା
ସାରା ଦୁନିଆର ପ୍ରାୟ ଅର୍ଦ୍ଧାଧିକ ଲୋକ ଚା’ରୁ ନିଜ ଦିନ ଆରମ୍ଭ କରିଥାନ୍ତି। ସକାଳୁ ସକାଳୁ ଚା’ କପେ ପିଇ ଦେଲେ ଦିନ ସାରା ଫ୍ରେସ୍ ଲାଗିଥାଏ। ଶରୀର ଫୂର୍ତ୍ତି ରହିଥାଏ। ଯଦି ଆପଣ ବି ଚା’ ପ୍ରେମୀ ତେବେ ଦିନରେ ଅନେକ ଥର ଚା’ ପିଉଥିବେ। ସକାଳ ହେଉ କି ଦ୍ୱିପ୍ରହର କି ସନ୍ଧ୍ୟା, ସବୁବେଳେ ଚା’…